|
| 1 |
|
| ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ଗଟେକ୍ ମାଜନ୍ ଲକ୍ ରିଲା; ତାର୍ ଗଟେକ୍ ଗୁମୁସ୍ତା ରିଲା, ସେ ଗୁମୁସ୍ତା ତାର୍ ଦଃନ୍ବିତ୍କେ ନଃସ୍ଟ୍ କଃରୁଲା ବଃଲି ସୁଣି, ତାକ୍ କୁଦି କୟ୍ଲା, |
|
| 2 |
|
| ‘ମୁଁୟ୍ ତର୍ ବିସୟେ ଇରି କାୟ୍ କଃତା ସୁଣୁଲେ? ତର୍ ଇ ଗୁମୁସ୍ତା କାମାର୍ ଇସାବ୍ ଦେ, କାୟ୍ତାକ୍ବଃଲେକ୍ ତୁୟ୍ ଅଃବେ ଗୁମୁସ୍ତା ଅୟ୍ ରେଉଁ ନଃହାର୍ସି ।’ |
|
| 3 |
|
| ତଃବେ ସେ ଗୁମୁସ୍ତା ମଃନେ ମଃନେ ବାବ୍ଲା, ‘ତଃବେ ମୁଁୟ୍ କାୟ୍ କଃରିନ୍ଦ୍? ମର୍ ସାଉକାର୍ ତ ମର୍ ତଃୟ୍ହୁଣି ଗୁମୁସ୍ତା ହଃଦ୍ ଚାଡାୟ୍ ନେଉଁଲା । ମାଟି ମାରୁକ୍ ମର୍ ସଃକ୍ତି ନାୟ୍, ଆର୍ ବିକ୍ ମାଗୁକ୍ ହେଁ ମକ୍ ଲାଜ୍ ଲାଗୁଲି । |
|
| 4 |
|
| ମୁଁୟ୍ ଗୁମୁସ୍ତା ହଃଦେ ହୁଣି ବାର ଅୟ୍ଲା ହଃଚେ ଲକ୍ମଃନ୍ ଜଃନ୍କଃରି ମକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ଗଃରେ କୁଦି ମାୟ୍ନ୍ କଃର୍ତି, ଇତାର୍ ଗିନେ ମୁଁୟ୍ କାୟ୍ କଃରିନ୍ଦ୍ ସେରି ବୁଜ୍ଲେବେ ।’ |
|
| 5 |
|
| ତଃବେ ସେ ଗୁମୁସ୍ତା ତାର୍ ସାଉକାରାର୍ ସଃବୁ ରିଣ୍ୟାମଃନ୍କେ ତାର୍ ଲଃଗେ କୁଦ୍ଲା, ଆର୍ ହଃର୍ତୁର୍ ଲକ୍କେ କୟ୍ଲା, ‘ତୁୟ୍ ମର୍ ସାଉକାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି?’ ସେ କୟ୍ଲା, ‘ହାଁଚ୍କଳି ପାଉଁନ୍ ଚିକଣ୍ ।’ |
|
| 6 |
|
| ତଃବେ ସେ ଗୁମୁସ୍ତା ତାକ୍ କୟ୍ଲା, ‘ଅଃବେ ତୁୟ୍ କାତାୟ୍ ବେଗି ପଚାସ୍ ପାଉଁନ୍ ଚିକଣ୍ ବଃଲି ଲେକ୍ ।’ |
|
| 7 |
|
| ତାର୍ହଃଚେ ସେ ଆରେକ୍ ଏକ୍ଲାକେ କୟ୍ଲା, ‘ତୁୟ୍ ମର୍ ସାଉକାରାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି?’ ସେ କୟ୍ଲା, ‘ହାଁଚ୍କଳି ବାସ୍ତା ଗଅଁ ।’ ସେ ଗୁମୁସ୍ତା ତାକ୍ କୟ୍ଲା, ‘ତୁୟ୍ ଅଃବେ ଇ କାତାୟ୍ ଚାରିକଳି ବାସ୍ତା ଗଅଁ ବଃଲି ଲେକ୍ ।’” |
|
| 8 |
|
| “ସେ ଅଃନ୍ୟାୟ୍କାରି ଗୁମୁସ୍ତା ବୁଦିର୍ ସଃଙ୍ଗ୍ କାମ୍ କଃରି ରିଲାକ୍, ତାର୍ ସାଉକାର୍ ତାର୍ ଗୁଣ୍ କୟ୍ଲା; କାୟ୍ତାକ୍ବଃଲେକ୍ ଇ ଜଃଗତାର୍ ଲକ୍ମଃନ୍ ସେମଃନାର୍ ନିଜାର୍ ଜାତି ଗିନେ ଉଜାଳାର୍ ଲକ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବୁଦିକାରି ।” |
|
| 9 |
|
| “ମୁଁୟ୍ ହେଁ ତୁମିମଃନ୍କେ କଃଉଁଲେ, ଦୁସ୍ଟ୍ ଜଃଗତାର୍ ଦଃନେ ଅଃହ୍ଣା ଅଃହ୍ଣାର୍ ଗିନେ ସଃଙ୍ଗ୍ ଲାବ୍ କଃରା, ଜଃନ୍କଃରି ସେରି ସଃର୍ଲେକ୍ ତୁମିମଃନ୍କେ ସଃବୁ ଦିନାର୍ ଗଃର୍ ବିତ୍ରେ ଦଃର୍ତି । |
|
| 10 |
|
| ଜୁୟ୍ ଲକ୍ ସାନ୍ କାମେ ସଃତ୍ ଅୟ୍ଦ୍ ତଃବେ ସେ ବଃଡ୍ କାମେ ହେଁ ହଟ୍କାର୍ ନୟ୍, ଆରେକ୍ ଜୁୟ୍ ଲକ୍ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍କାର୍ ଅୟ୍ଦ୍ । |
|
| 11 |
|
| ତଃବେ ଜଦି ତୁମିମଃନ୍ ଜଃଗତାର୍ ଦଃନେ ଅଃଦଃର୍ମି ଅଃଉଁଲାସ୍, ତଃବେ କେ ତୁମିକେ ସଃତ୍ କଃରି ସଃତ୍ୟା ଦଃନ୍ ତୁମାର୍ ଆତେ ଦଃୟ୍ଦ୍? |
|
| 12 |
|
| ଆର୍ ଜଦି ତୁମିମଃନ୍ ହଃରାର୍ ଦଃନେ ସଃତ୍ ନଃକେରୁଲାସ୍, ତଃବେ କେ ତୁମିକେ ତୁମାର୍ ନିଜାର୍ ଦଃନ୍ ଦେତି ।” |
|
| 13 |
|
| “ଗଟ୍ ଦଃଙ୍ଗ୍ଳା ଅଃକାବଃଳ୍ ଜଳେକ୍ ସାଉକାରାର୍ ସେବା କଃରୁ ନାହାରେ; ବଃଲେକ୍ ସେ ଏକ୍ଲାକେ ଲାଡ୍ ନଃକେରେ ଆର୍ ଏକ୍ଲାକେ ଲାଡ୍ କଃରେଦ୍, ନୟ୍ଲେକ୍ ଏକ୍ଲାର୍ କଃତା ମାନେଦ୍ ଆର୍ ବିନ୍ ଏକ୍ଲାର୍ କଃତା ନଃମାନେ । ସେରଃକମ୍ ତୁମିମଃନ୍ ଇସ୍ୱରାର୍ ଆର୍ ଦଃନାର୍ ଅଃକାବଃଳ୍ ଦୁୟ୍ ଲକାର୍ ଗତି ଦଃଙ୍ଗ୍ଳା ଅଃଉଁ ନାହାରାସ୍ ।” |
|
| 14 |
|
| ଇସଃବୁ କଃତା ସୁଣି ଦଃନ୍ଲଃବି ପାରୁସିମଃନ୍ ଜିସୁକେ ଲିନ୍ଦା କଃରୁକେ ଦଃର୍ଲାୟ୍ । |
|
| 15 |
|
| ସେତାର୍ଗିନେ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ଲକ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ଲକ୍ମଃନାର୍ ଆକାୟ୍ ଦଃର୍ମି ବଃଲି ଦଃକାୟ୍ଅଃଉତି, ତୁମିମଃନ୍ ସେନ୍କାର୍ ଲକ୍, ମଃତର୍ ଇସ୍ୱର୍ ତୁମିମଃନାର୍ ମଃନ୍ ବିତ୍ରାର୍ କଃତା ଜାଣେଦ୍; କାୟ୍ତାକ୍ବଃଲେକ୍ ଜାୟ୍ରି ମାନାୟ୍ମଃନାର୍ ବିତ୍ରେ ବଃଡ୍ ସେରି ମାପ୍ରୁର୍ ଆକାୟ୍ ବାନ୍ୟା ।” |
|
| 16 |
|
| “ମସାର୍ ବିଦିବିଦାନ୍ ଆର୍ ବାବ୍ବାଦିମଃନାର୍ ଲେକା ଜହନ୍ ଆସ୍ତା ହଃତେକ୍ ଚଲି ଆସ୍ତି ରିଲି; ତାର୍ ହଃଚେ ହୁଣି, ଇସ୍ୱରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ ଅୟ୍ ଆସୁଲି, ଆର୍ ହଃତି ଲକ୍ମଃନ୍ ବଃଳ୍ସଃକାତ୍ ସଃଙ୍ଗ୍ ଇସ୍ୱରାର୍ ରାଇଜେ ହୁରୁଲାୟ୍ । |
|
| 17 |
|
| ମଃତର୍ ବିଦିର୍ ଗଟେକ୍ ଟପା ବୁଡ୍ତା ବାଟା ଅଃଗାସ୍ ଆର୍ ହୁର୍ତିବି ବୁଡ୍ତାର୍ ଉସାସ୍ ।” |
|
| 18 |
|
| “ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।” |
|
| 19 |
|
| “ଗଟେକ୍ ମାଜନ୍ ଲକ୍ ରିଲା, ସେ ବେସିମଲାର୍ ବଃସ୍ତର୍ ହିନ୍ଦି, ସଃବୁଦିନ୍ ବଃଲ୍ କାଦି କାୟ୍କଃରି ବଃଡେ ସଃର୍ଦାୟ୍ ରେତିରିଲା । |
|
| 20 |
|
| ମଃତର୍ ତାର୍ ଦୁଆର୍ ମୁଏଁ ଲାଜାର୍ ନାଉଁଆର୍ ଗଟେକ୍ ବିକାରି ରେତିରିଲା, ତାର୍ ଗଃଗାଳ୍ଜାକ ଗାଉ ବଃର୍ତି ଅୟ୍ରିଲି; |
|
| 21 |
|
| ଲାଜାର୍ ସେ ମାଜନ୍ ଲକାର୍ ଟେବୁଲ୍ ତଃୟ୍ହୁଣି ଅଦୁର୍ଲା ଲିତାସଃକ୍ଳି କାୟ୍ ହେଟ୍ ହୁରାୟ୍ ବଃଲି ଆସା କଃର୍ତିରିଲା । ଆର୍ କୁକୁର୍ମଃନ୍ ଆସି ତାର୍ ଗାଉକ୍ ଚାଟ୍ତି ରିଲାୟ୍ ।” |
|
| 22 |
|
| “ମଃତର୍ ଦିନ୍ ଆୟ୍ଲି ସେ ବିକାରି ଲାଜାର୍ ମଃରିଗଃଲା ଆର୍ ସଃର୍ଗାର୍ ଦୁତ୍ ଆସି ତାକ୍ ଅବ୍ରାହାମାର୍ କଳେ ନଃୟ୍ ବଃସାୟ୍ଲାୟ୍; ହଃଚେ ସେ ମାଜନ୍ ଲକ୍ ହେଁ ମଃରିଗଃଲା ଆର୍ ତାକ୍ ତହାଅୟ୍ଲି । |
|
| 23 |
|
| ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟ୍ ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । |
|
| 24 |
|
| ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ହାଣାୟ୍ ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟ୍ତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’” |
|
| 25 |
|
| “ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ହିଲାରେ ତୁୟ୍ ଜେ ବାଚିରିଲା ବଃଳ୍ ତର୍ ଜିବନେ ସଃବୁ ବଃଲ୍ରି ହାୟ୍ଲିସ୍ ଆର୍ ଲାଜାର୍ ସେରଃକମ୍ କଃରାବ୍ ବିସୟ୍ ସଃବୁ ହାୟ୍ଲା, ଅୟ୍ଲେକ୍ ହେଁ ସାସ୍ ଦଃର୍ଲା ଇରି ମଃନେ ଏତାଉ; ମଃତର୍ ଅଃବେ ଲାଜାର୍ ଇ ଜଃଗାୟ୍ ସୁକ୍ ହାଉଁଲା, ଆର୍ ତୁୟ୍ ସେ ଜୟେ କିଲିବିଲି ଅଃଉଁଲାସ୍ । |
|
| 26 |
|
| ସେରି ଚାଡି ତୁମାର୍ ଅଃମାର୍ ବିତ୍ରେ ବଃଡେ ଦୁର୍ ଆଚେ, ଜଃନ୍କଃରି ଜୁୟ୍ମଃନ୍ ଇ ଟାଣେହୁଣି ତୁମିମଃନାର୍ ହାକ୍ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍ତି ଆରେକ୍ ସେ ଟାଣେହୁଣି କେ ଅଃମାର୍ ହାକ୍ ଲିଙ୍ଗି କଃରି ଆସୁ ନାହାର୍ତି ।’ |
|
| 27 |
|
| ସେତାକ୍ ସେ ମାଜନ୍ କୟ୍ଲା, ‘ଏ ଉବା ସେବାନ୍ୟା ଅୟ୍ଲେକ୍ ମୁୟ୍ଁ ତକ୍ ଗଃଉଆରି କଃରି କଃଉଁଲେ ଲାଜାର୍କେ ମର୍ ଉବାର୍ ଗଃରେ ହଃଟାଉ । |
|
| 28 |
|
| କାୟ୍ତାକ୍ବଃଲେକ୍ ମର୍ ହାଁଚ୍ ବାୟ୍ ଆଚ୍ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍ଜଃଳା ଟାଣେ ନାସ୍ତି, ସେତାର୍ଗିନେ ସେ ସେମଃନାର୍ ହାକ୍ ସାକି ଦଃୟ୍ଦ୍ ।’ |
|
| 29 |
|
| ମଃତର୍ ଅବ୍ରାହାମ୍ କୟ୍ଲା, ‘ତୁମାର୍ ବାୟ୍ମଃନାର୍ ହାକ୍ ମସା ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ଆଚେ, ସେମଃନ୍ ସେମଃନାର୍ କଃତା ସୁଣତ୍ । |
|
| 30 |
|
| ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’ |
|
| 31 |
|
| ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’” |
|
|
|
|