|
| 1 |
|
| ମୁକ୍ଳାଉଁଣି ହଃର୍ବ୍ ନାଉଁଆର୍ କମିର୍ ନଃମିସ୍ଲା ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସ୍ତିରିଲି । |
|
| 2 |
|
| ଆର୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁମଃନ୍ କଃନ୍କଃରି ଜିସୁକେ କେ ନଃଜାଣ୍ଲା ହର୍ ନାସ୍ କଃରୁହାର୍ତି, ସେତାର୍ ଉପାୟ୍ କଃର୍ତି ରିଲାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ଲକ୍ମଃନ୍କେ ଡିର୍ତି ରିଲାୟ୍ । |
|
| 3 |
|
| ସଃଡେବଃଳ୍ ବାରଗଟ୍ ଚେଲା ବିତ୍ରେ ରିଲା ଇସ୍କାରିଅତ୍ ନାଉଁଆର୍ ଜିଉଦାର୍ ମଃନ୍ବିତ୍ରେ ସୟ୍ତାନ୍ ହୁର୍ଲି । |
|
| 4 |
|
| ସେତାକ୍, ସେ ଜାୟ୍, କଃନ୍କଃରି କଃରି ଜିସୁକେ ବଃଡ୍ ଜାଜକ୍ ଆର୍ ସଃଇନ୍ମଃନାର୍ ମୁଳିକାମଃନାର୍ ଆତେ ଦଃରାୟ୍ ଦଃୟ୍ଦ୍ ସେରି ତାକାର୍ ସଃଙ୍ଗ୍ କଃତାବାର୍ତା କଃଲା । |
|
| 5 |
|
| ସେତାକ୍ ସେମଃନ୍ ସଃର୍ଦା ଅୟ୍ଲାୟ୍ ଆର୍ ତାକେ ଡାବୁ ଦେଉଁକେ ଚିଡାହଡା କଃଲାୟ୍ । |
|
| 6 |
|
| ଆର୍ ଜିହୁଦା ରାଜି ଅୟ୍ ଲକ୍ମଃନାର୍ ଲୁକ୍ଣେ ତାକେ ସେମଃନାର୍ ଆତେ ସଃର୍ହି ଦେଉଁକ୍ ବାଟ ଲଳ୍ତିରିଲା । |
|
| 7 |
|
| ତାର୍ହଃଚେ ଜୁୟ୍ଦିନ୍ ମୁକ୍ଳାଉଣି ହଃର୍ବାର୍, ହୁଜାମେଣ୍ଡା ଦେଉଁକ୍ ହଃଳେଦ୍, ସେ କମିର୍ ନଃମିସାଉତା ରୁଟିର୍ ହଃର୍ବ୍ ହଚ୍ଲି; |
|
| 8 |
|
| ଆର୍, ଜିସୁ ପିତର୍ ଆର୍ ଜହନ୍କେ ଇରି କୟ୍ କଃରି ହଃଟାୟ୍ଲା, “ଅଃମିମଃନ୍ ଜଃନ୍କଃରି କାଉଁ ହାରୁନ୍ଦ୍, ଇତାକ୍ ତୁମିମଃନ୍ ଜାୟ୍ ଅଃମାର୍ ଗିନେ ମୁକ୍ଳାଉଁଣି ହଃର୍ବ୍ ବଜି କଃରା ।” |
|
| 9 |
|
| ସେତାକ୍ ସେମଃନ୍ ଜିସୁକେ ହଃଚାର୍ଲାୟ୍, “ଅଃମିମଃନ୍ କୁୟ୍ ଟାଣେ ଇରି ଟିକ୍ କଃରୁନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍?” |
|
| 10 |
|
| ଜିସୁ ସେମଃନ୍କେ କୟ୍ଲା, “ଦଃକା ତୁମିମଃନ୍ ଗଃଳ୍ ବିତ୍ରେ ହୁରୁହୁରୁ, ଡକାୟ୍ ହାଣି ବୟ୍ନେତା ଗଟ୍ ମାନାୟ୍କେ ତୁମିମଃନ୍ ବେଟ୍ ହାଉଆସ୍, ସେ ଜୁୟ୍ ଗଃରେ ହୁରେଦ୍, ତାର୍ ହଃଚେହଃଚେ ସେ ଗଃରେ ଜାୟ୍ ଗଃରାର୍ ମୁଳିକାକେ କଃଉଆ, |
|
| 11 |
|
| ଅଃମାର୍ ଗୁରୁ ତକେ ହଃଚାରି ଆସୁକ୍ ମକେ ହଃଟାୟ୍ ଆଚେ, ମୁୟ୍ଁ ମର୍ ଚେଲାମଃନାର୍ ସଃଙ୍ଗ୍ କୁୟ୍ତି ମୁକ୍ଳାଉଁଣି ହଃର୍ବ୍ ବଜି କଃରିନ୍ଦ୍ ବଃଲି କଃଉଁଲା, କୁୟ୍ ବଃକ୍ରାୟ୍ କଃରୁନ୍ଦ୍ । |
|
| 12 |
|
| ସେତି ସେ ତୁମିକେ ଉହ୍ରାର୍ ଗଟେକ୍ ସୁନ୍ଦୁର୍ ବଃଡ୍ ବଃକ୍ରା ଦଃକାୟ୍ ଦଃୟ୍ଦ୍; ସେତି ଟିକ୍ କଃରା ।” |
|
| 13 |
|
| ସେତାକ୍ ସେମଃନ୍ ଜାୟ୍, ଜିସୁ ଜଃନ୍କଃରି ସେମଃନ୍କେ କୟ୍ ରିଲା ସେନ୍କାର୍ ଦଃକି ମୁକ୍ଳାଉଁଣି ହଃର୍ବ୍ ବଜି ଟିକ୍ କଃଲାୟ୍ । |
|
| 14 |
|
| ଆରେକ୍, ବେଳା ଅୟ୍ଲାକ୍ ଜିସୁ ଆର୍ ତାର୍ ସଃଙ୍ଗ୍ ପେରିତ୍ମଃନ୍ କାଉଁକେ ବଃସ୍ଲାୟ୍ । |
|
| 15 |
|
| ଆର୍ ଜିସୁ ସେମଃନ୍କେ କୟ୍ଲା, “ମର୍ ଦୁକ୍ ହାଉତା ହୁର୍ବେ ମୁୟ୍ଁ ତୁମାର୍ ସଃଙ୍ଗ୍ ଇ ମୁକ୍ଳାଉଁଣି ହଃର୍ବ୍ ବଜି କାଉଁକେ ମଃନ୍କଃଲେ । |
|
| 16 |
|
| କାୟ୍ତାକ୍ବଃଲେକ୍, ମୁୟ୍ଁ ତୁମିମଃନ୍କେ କଃଉଁଲେ, ମାପ୍ରୁର୍ ରାଇଜେ ଆର୍ ସଃବୁ ବାବ୍ ଜାଣା ନଃହେଳ୍ତା ହଃତେକ୍ କଃବେହେଁ ଇରି କାଉଁନଃଚି ।” |
|
| 17 |
|
| ଆର୍ ଜିସୁ ଅଙ୍ଗୁର୍ ରଃସ୍ କପାୟ୍ ଦଃରି ମାପ୍ରୁକେ ଜୁଆର୍ କଃରି ଦଃୟ୍ କୟ୍ଲା, “ଇରି ନିଆ ନିଜାର୍ ନିଜାର୍ ବିତ୍ରେ ବାଟା କଃରା, |
|
| 18 |
|
| କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କେ କଃଉଁଲେ, ମାପ୍ରୁର୍ ରାଇଜ୍ ନାସ୍ତା ହଃତେକ୍ ମୁୟ୍ଁ ଆଜିହୁଣି ଅଙ୍ଗୁର୍ ରଃସ୍ ଆରେକ୍ କାଉଁନଃଚି ।” |
|
| 19 |
|
| ଆର୍, ଜିସୁ ରୁଟିକ୍ ଦଃରି ମାପ୍ରୁକେ ଜୁଆର୍ କଃରି, ସେରି ବାଙ୍ଗାୟ୍ ସେମଃନ୍କେ ଦଃୟ୍ କଃରି କୟ୍ଲା, “ତୁମାର୍ ଗିନେ ଦିଆଅୟ୍ଲା ମର୍ ଗଃଗାଳ୍ ଇରି; ମକେ ଏତାଉଁକେ ଇରି କଃରା ।” |
|
| 20 |
|
| ସେରଃକମ୍ ରୁଟି କାୟ୍ଲା ହଃଚେ କପାୟ୍ ଅଙ୍ଗୁର୍ ରଃସ୍ ଦଃରି କୟ୍ଲା, “ତୁମାର୍ ଗିନେ ଦିଆଅୟ୍ଲା ମର୍ ବଃନି, ଇରି ସେ ତୁମାର୍ ଗିନେ ମର୍ ବଃନି ତଃୟ୍ ଟିକ୍ କଃଲା ନଃଉଆଁ ବିଦି ।” |
|
| 21 |
|
| “ମଃତର୍ ଦଃକା ଜେ ମକେ ସଃତ୍ରୁ ଆତେ ସଃର୍ହି ଦେଉଁଲା, ତାର୍ ଆତ୍ ମର୍ ସଃଙ୍ଗ୍ ଟେବୁଲ୍ ଉହ୍ରେ ଆଚେ । |
|
| 22 |
|
| କାୟ୍ତାକ୍ବଃଲେକ୍ ମାପ୍ରୁ ଜଃନ୍କଃରି ଟିକ୍ କଃରିଆଚେ, ନଃରାର୍ ହୟ୍ସି ସେନ୍କଃରି ମଃରୁକ୍ ଜଃଉଁଲା ସଃତ୍, ମଃତର୍ ଜୁୟ୍ ଲକ୍ ସଃହ୍ରି ଦେଉଁଲା, ଚି, ସେ ଡଃଣ୍ଡାର୍ ଜୟ୍ଗ୍ ।” |
|
| 23 |
|
| ସେତାକ୍ ସେମଃନାର୍ ବିତ୍ରେ କେ ଇରି କଃରୁକେ ଜଃଉଁଲା, ସେ କଃତାକ୍ ଦଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍ । |
|
| 24 |
|
| ଆରେକ୍, ସେମଃନାର୍ ବିତ୍ରେ କେ ବଃଡ୍, ସେ କଃତାକ୍ ଦଃରାଦଃରି ଅୟ୍ଲାୟ୍ । |
|
| 25 |
|
| ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଅଜିଉଦିମଃନାର୍ ରଃଜାମଃନ୍ ସେମଃନାର୍ ଉହ୍ରେ ରାଜ୍ କଃର୍ତି, ଆରେକ୍ ସେମଃନ୍ ସେମଃନାର୍ ଦେସାର୍ ନିଜ୍ଲକ୍ ବଃଲି ଡାକେ ହୁଟ୍ତି । |
|
| 26 |
|
| ମଃତର୍ ତୁମିମଃନ୍ ତାକାର୍ ହର୍ ଅଃଉଆ ନାୟ୍, ମଃତର୍ ତୁମାର୍ ବିତ୍ରେ ଜେ ବଃଡ୍ ସେ ସାନ୍ ହର୍ ଅଃଉଅ, ଆର୍ ଜେ ମୁଳିକା ସେ ସେବାକାରି ହର୍ ଅଃଉଅ । |
|
| 27 |
|
| ତଃବେ କେ, ବଃଡ୍? ଜେ କାଉଁକେ ବଃସେଦ୍, କି, ଜେ ସେବା କଃରେଦ୍? ଜେ କାଉଁକେ ବଃସେଦ୍, ସେ କି ବଃଡ୍ ନାୟ୍? ମଃତର୍ ମୁୟ୍ଁ ତୁମାର୍ ବିତ୍ରେ ଗଟ୍ ଗତିଦଃଙ୍ଗ୍ଳା ହର୍ ଆଚି ।” |
|
| 28 |
|
| “ମଃତର୍ ତୁମିମଃନ୍ ମର୍ ସଃବୁ ପରିକ୍ୟାୟ୍ ମର୍ ସଃଙ୍ଗ୍ ରଃୟ୍ ଆସୁଲାସ୍, |
|
| 29 |
|
| ଇତାକ୍ ମର୍ ଉବା ଜଃନ୍କଃରି ମର୍ ଗିନେ ରାଇଜ୍ ବାଚ୍ଲା ଆଚେ, ମୁୟ୍ଁ ହେଁ ସେରଃକମ୍ ତୁମାର୍ ଗିନେ ବାଚିଆଚି । |
|
| 30 |
|
| ଜଃନ୍କଃରି ମର୍ ରାଇଜେ ମର୍ ସଃଙ୍ଗ୍ କାଉଆ ହିଉଆ କଃରାସ୍ ଆର୍ ସିଙ୍ଗାସଣ୍ ଉହ୍ରେ ବଃସି ଇସ୍ରାଏଲାର୍ ବାର ବଃଉଁସ୍କେ ରାଜ୍ କଃରାସ୍ ।” |
|
| 31 |
|
| “ସିମନ୍, ସିମନ୍, ଦଃକ୍ ଗଅଁକେ ଚାଲାଣାୟ୍ ଚାଲାଉତା ହର୍ ସୟ୍ତାନ୍ ତୁମିମଃନ୍କେ ଚାଲାଉଁକ୍ ଅଃଦିକାର୍ ହାୟ୍ ଆଚେ । |
|
| 32 |
|
| ମଃତର୍ ତର୍ ବିସ୍ୱାସ୍ କଃର୍ତାର୍ ଜଃନ୍କଃରି ଉଣା ନାୟ୍, ସେତାକ୍ ମୁୟ୍ଁ ତର୍ ଗିନେ ଗଃଉଆରି କଃରୁଲେ । ଆର୍ ତୁୟ୍ ଆରେକ୍ ବାଉଳିଆସି ଅଃହ୍ଣାର୍ ବାୟ୍ମଃନ୍କେ ତିର୍କଃର୍ ।” |
|
| 33 |
|
| ମଃତର୍ ପିତର୍ ଜିସୁକେ କୟ୍ଲା, “ଏ ମାପ୍ରୁ ମୁୟ୍ଁ ତର୍ ସଃଙ୍ଗ୍ ଜଃଇଲ୍ ଜଃଉଁକେ ଆର୍ ମଃରୁକ୍ ହେଁ ରାଜି ଆଚି ।” |
|
| 34 |
|
| ମଃତର୍ ଜିସୁ କୟ୍ଲା, “ଏ ପିତର୍, ମୁୟ୍ଁ ତକେ କଃଉଁଲେ, ଆଜି ରାତି କୁକ୍ଳା ନଃବାସ୍ତେ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି ।” |
|
| 35 |
|
| ଆର୍, ଜିସୁ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍କେ ଜାଲିଆ, ମଣା, ଆର୍ ହାଣ୍ଡାୟ୍ ନଃନେଇଁ ଜଃଉଁକେ ହଃଟାୟ୍ରିଲେ, ସଃଡେବଃଳ୍ ତୁମାର୍ କି କାୟ୍ରି ଉଣା ଅୟ୍ଲି?” ସେମଃନ୍ କୟ୍ଲାୟ୍, “ନାୟ୍ ।” |
|
| 36 |
|
| ଜିସୁ ସେମଃନ୍କେ ଆରେକ୍ କୟ୍ଲା, “ମଃତର୍ ଅଃବେ, ଜାର୍ ଜାଲିଆ ମଣା ଆଚେ, ସେ ସେରି ନେଉଅ, ସେବାନ୍ୟା ମଣାହେଁ ନେଉଅ, ଆର୍ ଜାର୍ ନୟ୍, ସେ ଅଃହ୍ଣାର୍ ଆଙ୍ଗି କଃଣ୍ଡେକ୍ ବିକିକଃରି କଃରି କଃଣ୍ଡା ଗେନ । |
|
| 37 |
|
| କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କେ କଃଉଁଲେ, ସେ ବିଦିନୟ୍ଲା ହାହିମଃନାର୍ ସଃଙ୍ଗ୍ ଗଣିତା ଅୟ୍ଲା ଇ ଜୁୟ୍ କଃତା ଲେକା ଅୟ୍ଆଚେ, ସେରି ମର୍ ତଃୟ୍ ହୁରୁଣ୍ ଅଃଉତା ଲଳା ଆଚେ; ଇତାକ୍ ମର୍ କଃତା ହୁରୁଣ୍ ଅଃଉଁଲି ।” |
|
| 38 |
|
| ସେତାକ୍ ସେମଃନ୍ କୟ୍ଲାୟ୍, “ମାପ୍ରୁ, ଦଃକ୍ ଇତି ଜଳେକ୍ କଃଣ୍ଡା ଆଚେ ।” ଆର୍ ଜିସୁ ସେମଃନ୍କେ କୟ୍ଲା, “ସଃତେକ୍ ସଃରି ।” |
|
| 39 |
|
| ଜିସୁ ଗଃଳେହୁଣି ବାରାୟ୍, ହଃତିଦିନାର୍ ହର୍ ବାରାୟ୍ ଜିତ୍ ଡଙ୍ଗ୍ରେ ଗଃଲା ଆର୍ ଚେଲାମଃନ୍ ହେଁ ତାର୍ ହଃଚେହଃଚେ ଗଃଲାୟ୍ । |
|
| 40 |
|
| ସେଟାଣେ ହଚି ଜିସୁ ସେମଃନ୍କେ କୟ୍ଲା, “ଜଃନ୍ କଃରି ହାନ୍ଦାୟ୍ ନଃହେଳାସ୍, ସେତାର୍ ଗିନେ ପାର୍ତ୍ନା କଃରା ।” |
|
| 41 |
|
| ଆର୍ ସେ ସେମଃନ୍କେ ଚାଡି କଃଣ୍ଡେକ୍ ଦୁରିକ୍ ଜାୟ୍ ମାଣ୍ଡିକୁଟା ଟେସି, ଇ ପାର୍ତ୍ନା କଃରୁକେ ଦଃର୍ଲା । |
|
| 42 |
|
| “ଉବା ଜଦି ତର୍ ମଃନ୍ ଅୟ୍ଦ୍ ତଃବେ ଇ ଦୁକ୍ ରଃକମାର୍ କପା ମର୍ ତଃୟ୍ହୁଣି ଦୁର୍କଃର୍; ଅୟ୍ଲେକ୍ ହେଁ ମର୍ ମଃନ୍ ନାୟ୍, ମଃତର୍ ତର୍ ଇଚା ହୁରୁଣ୍ ଅଃଉଅ ।” |
|
| 43 |
|
| ଆର୍, ଗଟ୍ ସଃର୍ଗାର୍ ଦୁତ୍ ଦଃକାୟ୍ ଅୟ୍ ତାକେ ସଃକ୍ତି ଦିଲା । |
|
| 44 |
|
| ଆରେକ୍, ସେ ଦୁକେ ବାଙ୍ଗିହଃଳି ଏକ୍ମଃନେ ପାର୍ତ୍ନା କଃରୁକେ ଦଃର୍ଲା ଆର୍ ତାର୍ ଜଃଳ୍ ବଃନିତିହ୍ଳା ହର୍ ବୁୟେଁ ତିହ୍ଲି । |
|
| 45 |
|
| ଆର୍ ସେ ପାର୍ତ୍ନା କଃରି ସଃରାୟ୍ ଉଟି ଚେଲାମଃନାର୍ ହାକ୍ ଆସି ସେମଃନ୍କେ ଦୁକାର୍ଗିନେ ନିଦଉତାର୍ ଦଃକ୍ଲା । |
|
| 46 |
|
| ଆରେକ୍ ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ ସଃଉଁଲାସ୍? ଜଃନ୍କଃରି ହାନ୍ଦାୟ୍ ନଃହେଳାସ୍ ଇତାର୍ ଗିନେ ଉଟି ପାର୍ତ୍ନା କଃରା ।” |
|
| 47 |
|
| ଜିସୁ କଃତା କଃଉତାବଃଳ୍, ଦଃକା ଲକ୍ମଃନ୍ ଆୟ୍ଲାୟ୍, ଆର୍ ବାରଗଟ୍ ଚେଲା ବିତ୍ରେ ଜିଉଦା ନାଉଁଆର୍ ଏକ୍ଲା ସେମଃନାର୍ ଆଗେ ଆଗେ ଆସି ଜିସୁକେ ଚୁମୁକେ ତାର୍ ଚଃମେ ଗଃଲା । |
|
| 48 |
|
| ମଃତର୍ ଜିସୁ ତାକ୍ କୟ୍ଲା, “ଏ ଜିଉଦା, ଚୁମି କଃରି ନଃରାର୍ ହୟ୍ସିକେ କାୟ୍ ସଃତ୍ରୁ ଆତେ ସଃର୍ହି ଦେଉଁଲିସ୍?” |
|
| 49 |
|
| ସେତାକ୍ କାୟ୍ରି ଅୟ୍ଦ୍ ସେରି ଦଃକି ତାର୍ ସଃଙ୍ଗୁଆଳିମଃନ୍ କୟ୍ଲାୟ୍, “ମାପ୍ରୁ ଅଃମିମଃନ୍ କାୟ୍ କଃଣ୍ଡା ସଃଙ୍ଗ୍ ମାରୁଆଁ?” |
|
| 50 |
|
| ଆର୍, ସେମଃନାର୍ ବିତ୍ରେ ଏକ୍ଲା ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାକ୍ ମାରି କଃରି ତାର୍ କାତା ବାଟ୍ୟାର୍ କାନ୍ କାଟି ହଃକାୟ୍ଲା । |
|
| 51 |
|
| ମଃତର୍ ଜିସୁ ଉତୁର୍ ଦିଲା, “ଅଃତେକ୍ ସଃରି;” ଆର୍ ସେ ଲକାର୍ କାନ୍ ଚୁଇ, ତାକ୍ ଉଜ୍ କଃଲା । |
|
| 52 |
|
| ଆର୍ ଜିସୁ ତାର୍ ବିରଦେ ଆସିରିଲା ମୁଳ୍ ଜାଜକ୍, ମନ୍ଦିର୍ ଜାଗୁଆଳିମଃନାର୍ ମୁଳ୍ ସଃଇନ୍ ଆର୍ ପାରାଚିନ୍ମଃନ୍କେ କୟ୍ଲା, “ଚର୍ ବିରଦେ ବାରୟ୍ଲା ହର୍ କଃଣ୍ଡା ଆର୍ ଟେଙ୍ଗା ଦଃରି ତୁମିମଃନ୍ କାୟ୍ତାକ୍ ଦଃରୁକେ ଆୟ୍ଲାସ୍? |
|
| 53 |
|
| ମୁୟ୍ଁ ଦିନେକେ ତୁମାର୍ ସଃଙ୍ଗ୍ ମନ୍ଦିରେ ରିଲେ, ମଃତର୍ ତୁମିମଃନ୍ ସଃଡେବଃଳ୍ ମକ୍ ଦଃରୁ ନଃଚ୍ଲାସ୍, ମଃତର୍ ଇରି ତୁମାର୍ ବେଳା, ଅଃନ୍ଦାରାର୍ ଅଃଦିକାର୍ ଇରି ।” |
|
| 54 |
|
| ହଃଚେ ସେମଃନ୍ ଜିସୁକେ ଦଃରିନଃୟ୍ ମୁଳ୍ ଜାଜକାର୍ ଗଃରେ ଆଣ୍ଲାୟ୍; ମଃତର୍ ପିତର୍ ଦୁରିକେ ରଃୟ୍ କଃରି ହଃଚେ ହଃଚେ ଗଃଲା । |
|
| 55 |
|
| ଆର୍ ସେମଃନ୍ କୁଆଳେ ଜୟ୍ ଲାଗାୟ୍ ଗଟେଟାଣେ ବଃସ୍ଲାକେ, ପିତର୍ ସେମଃନାର୍ ବିତ୍ରେ ବଃସିରିଲା । |
|
| 56 |
|
| ଗଟ୍ ଗତିଦଃଙ୍ଗ୍ଳି ତାକେ ଜୟ୍ ଲଃଗେ ବଃସିରିଲାର୍ ଦଃକି ତାକ୍ ସଃଳ୍କେ ମୁଏଁ ଦଃକି କୟ୍ଲି, “ଇ ଲକ୍ ହେଁ ତାର୍ ସଃଙ୍ଗ୍ ରିଲା ।” |
|
| 57 |
|
| ମଃତର୍ ପିତର୍ ନାୟ୍ ବଃଲି କୟ୍ଲା, “ଏ ଆୟା, ମୁୟ୍ଁ ତାକ୍ ନଃଜାଣି ।” |
|
| 58 |
|
| ଚଃନେକ୍ ଗଃଲାହଃଚେ ଆରେକ୍ ଗଟ୍ଲକ୍ ତାକ୍ ଦଃକି କୟ୍ଲା, “ତୁୟ୍ ହେଁ ସେମଃନାର୍ ବିତ୍ରେ ଏକ୍ଲା ।” ମଃତର୍ ପିତର୍ କୟ୍ଲା, “ନାୟ୍ ବାୟ୍, ମୁଁୟ୍ ନୟ୍ ।” |
|
| 59 |
|
| ଗଟ୍ ଗଃଟା ହଃଚେ ଆରେଗଟ୍ ମାନାୟ୍ ନିଜ୍କଃରି କାଉଁକେ ଦଃର୍ଲା, “ଇମାନାୟ୍ ହେଁ ସଃତ୍କଃରି ତାର୍ ସଃଙ୍ଗ୍ ରିଲା, କାୟ୍ତାକ୍ବଃଲେକ୍ ସେତ ଗାଲିଲିର୍ ଲକ୍ ।” |
|
| 60 |
|
| ମଃତର୍ ପିତର୍ କୟ୍ଲା, “ବାୟ୍ ଜୁୟ୍ରି କଃଉଁଲିସ୍, ମକ୍ ସେରି ଜାଣାନାୟ୍!” ତଃତ୍କାଣ୍ ସେ ଇ କଃତା କଃଉଁକଃଉଁ କୁକ୍ଳା ବାସ୍ଲି । |
|
| 61 |
|
| ଆର୍, ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ପିତର୍କେ ସଃଳ୍କେ ଦଃକ୍ଲା; ଇତାର୍ହଃଚେ, “ଆଜି କୁକ୍ଳା ବାସ୍ତା ଆଗ୍ତୁ ତୁୟ୍ ମକେ ତିନିତର୍ ନଃଜାଣିବଃଲି କଃଉସି,” ଇ ଜୁୟ୍ କଃତା ମାପ୍ରୁ ପିତର୍କେ କୟ୍ରିଲା, |
|
| 62 |
|
| ସେରି ତାର୍ ମଃନେ ହଃଳ୍ଲି, ଆର୍ ସେ ହଃଦାୟ୍ ବାରାୟ୍ ଜଃବର୍ ରଦନ୍ କଃଲା । |
|
| 63 |
|
| ଆରେକ୍ ଜୁୟ୍ ଲକ୍ମଃନ୍ ଜିସୁକେ ଦଃରି ଜାଗି ରିଲାୟ୍, ସେମଃନ୍ ତାକ୍ ମାରିମାରି ଗେଙ୍ଗ୍ରାୟ୍ଲାୟ୍ । |
|
| 64 |
|
| ଆର୍, ତାକେ ମୁୟେ ତୁଆଲ୍ ବାନ୍ଦି ହଃଚାରୁକ୍ ଦଃର୍ଲାୟ୍, “ତୁୟ୍ ତ ବାବ୍ବାଣି କଃଉତା ଲକ୍, କଃଉ ତକେ କେ ମାର୍ଲା?” |
|
| 65 |
|
| ଆରେକ୍ ସେମଃନ୍ ଜିସୁକେ ଗାଦେକ୍ କଃତା କୟ୍ ତାକ୍ ଲିନ୍ଦା କଃରୁକେ ଦଃର୍ଲାୟ୍ । |
|
| 66 |
|
| ତାର୍ହଃଚେ ସଃକାଳ୍ ହାୟ୍ଲା ଦାହ୍ରେ ଜିଉଦି ଲକ୍ମଃନାର୍ ବେରାଣାର୍ ପାରାଚିନ୍ ଆର୍ ମୁଳ୍ ଜାଜକ୍ ଆର୍ ଦଃର୍ମ୍ଗୁରୁମଃନ୍ ରୁଣ୍ଡି କଃରି ଅଃହ୍ଣାମଃନାର୍ ବେରାଣ୍ମୁଣ୍ଡାୟ୍ ନଃୟ୍ କଃରି କୟ୍ଲାୟ୍, “ଜଦି ତୁୟ୍ କ୍ରିସ୍ଟ ଅଃମିମଃନ୍କ୍ କଃଉ ।” |
|
| 67 |
|
| ମଃତର୍ କ୍ରିସ୍ଟ ସେମଃନ୍କେ କୟ୍ଲା, “ମୁଁୟ୍ ଜଦି ତୁମିମଃନ୍କେ କୟ୍ଦ୍, ତୁମିମଃନ୍ ସଃତ୍ ନଃକେରାସ୍ । |
|
| 68 |
|
| ତଃବେ, ମୁୟ୍ଁ ଜଦି ହଃଚାରିନ୍ଦ୍, ତୁମିମଃନ୍ ଉତୁର୍ ନଃଦିଆସ୍ । |
|
| 69 |
|
| ମଃତର୍ ଅଃବେହୁଣି, ନଃରାର୍ ହୟ୍ସି ବଃଡ୍ ସଃକ୍ତିମାନ୍ ଇସ୍ୱରାର୍ କାତାବାଟ୍ୟା ବଃସେଦ୍ ।” |
|
| 70 |
|
| ସେତାକ୍ ସେମଃନ୍ ସଃବୁଲକ୍ ହଃଚାର୍ଲାୟ୍, “ତଃବେ ତୁୟ୍ କି ଇସ୍ୱରାର୍ ହୟ୍ସି?” ଜିସୁ ସେମଃନ୍କେ ଉତୁର୍ ଦିଲା, “ମୁୟ୍ଁ ସେ ବଃଲି ତୁମି କଃଉଁଲାସ୍ ।” |
|
| 71 |
|
| ତଃବେ ସେମଃନ୍ କୟ୍ଲାୟ୍, “ଅଃମାର୍ ସାକିର୍ ଦଃର୍କାର୍ ନାୟ୍, ଅଃମିମଃନ୍ ତ ନିଜେ ନିଜେ ତାର୍ ନିଜାର୍ ଟଣ୍ଡେ ହୁଣି ଇରି ସୁଣ୍ଲୁ ।” |
|
|
|
|