|
| 1 |
|
| ମୁୟ୍ଁ ପାଉଲ୍ ଆର୍ ଇସ୍ୱରାର୍ ଇଚା ହଃର୍କାରେ କୁଦ୍ଲାର୍ ଜିସୁ କ୍ରିସ୍ଟର୍ ପେରିତ୍ ଅଃମାର୍ ବାୟ୍ ସସ୍ତିନାକେ ଜୁଆର୍ ହଃଟାଉଁଲୁ । |
|
| 2 |
|
| କରନ୍ତି ଗଃଳେ ରିଲା ଇସ୍ୱରାର୍ ମଣ୍ଡ୍ଳିକେ ଇ ଚିଟି ଲେକୁଲାୟ୍, ଜୁୟ୍ମଃନ୍ ଇସ୍ୱରାର୍ ହାୟ୍ ନିର୍ମୁଳ୍ ଲକ୍ ଅଃଉଁକେ କୁଦ୍ଲାର୍ ଆର୍ ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ଇସ୍ୱରାର୍ ଅୟ୍ ଆଚ୍ତି ଆର୍ ସଃବୁବଃଳ୍ ଅଃମାର୍ ମାପ୍ରୁ ଜିସୁକ୍ରିସ୍ଟର୍ ସେବା କଃରୁଲାୟ୍ । |
|
| 3 |
|
| ସେ ସଃବୁଲକେ ଅଃମିମଃନାର୍ ଉବା ଇସ୍ୱରାର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ଅଃଉଅ । |
|
| 4 |
|
| ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ତୁମିମଃନ୍କେ ଦିଆ ଅୟ୍ଲାର୍ ଇସ୍ୱରାର୍ ଜୁୟ୍ ଦଃୟା ଆୟ୍ଲି, ସେତାର୍ ଗିନେ ମୁୟ୍ଁ ସଃବୁବଃଳ୍ ତୁମିମଃନ୍କାର୍ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, |
|
| 5 |
|
| କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ତାର୍ ତଃୟ୍ ସଃବୁ କଃତାୟ୍, ମୁଳ୍କଃରି ସଃବୁ ରଃକମ୍ କଃତା କଃଉତାର୍ ସଃକ୍ତି ତଃୟ୍ ଆର୍ ସଃବୁରଃକମ୍ ଗିଆନେ ତୁମିମଃନ୍ ମାଜନ୍ ଅୟ୍ ଆଚାସ୍ । |
|
| 6 |
|
| କ୍ରିସ୍ଟର୍ ସଃବୁ ବିସୟ୍ ତୁମିମଃନ୍କାର୍ ବିତ୍ରେ ତିର୍ କଃରାଅୟ୍ଆଚେ |
|
| 7 |
|
| ସେତାର୍ଗିନେ ତୁମିମଃନ୍କେ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗିରଃୟ୍ ପବିତ୍ର ଆତ୍ମାର୍ ଦାନେ ହେଁ ଉଣା ନଃହେଳାସ୍ । |
|
| 8 |
|
| ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦିନେ ଜଃନ୍କଃରି ତୁମିମଃନ୍ ଲିନ୍ଦା ନଃହାଉଆସ୍, ଇତାର୍ ଗିନେ ସେ ତୁମିମଃନ୍କେ ସେସ୍ଦିନ୍ ହଃତେକ୍ ବାଚାୟ୍ଦ୍ । |
|
| 9 |
|
| ଜୁୟ୍ ଇସ୍ୱର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ରେତାର୍ ଗିନେ ତୁମିମଃନ୍କେ କୁଦିଆଚେ ସେ ସଃବୁବଃଡ୍, ସଃତ୍ । |
|
| 10 |
|
| ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା । |
|
| 11 |
|
| ଏ ମର୍ ବାୟ୍ବେଣିମଃନ୍, କ୍ଲୟ୍ ଗଃରାର୍ ଲକାର୍ ତଃୟ୍ହୁଣି ତୁମାର୍ କଃତା ମକେ ଜାଣା ହଃଳିଆଚେ ଜେ, ତୁମାର୍ ବିତ୍ରେ ବେଗଳ୍ ଆଚେ |
|
| 12 |
|
| ମର୍ କଃତାର୍ ବାବ୍ ଇରି, ତୁମିମଃନ୍କାର୍ ବିତ୍ରେ କୁୟ୍ କୁୟ୍ ଲକ୍ମଃନ୍, କଃଉଁଲାୟ୍, “ମୁଁୟ୍ ପାଉଲାର୍;” କେକେ କଃଉଁଲାୟ୍ “ମୁଁୟ୍ ଆପଲାର୍;” କେକେ କଃଉଁଲାୟ୍ “ମୁଁୟ୍ କେପାର୍;” ଆର୍ କେକେ କଃଉଁଲାୟ୍ “ମୁଁୟ୍ କ୍ରିସ୍ଟର୍ ହଃଚେ ଜଃଉଁଲେ ।” |
|
| 13 |
|
| କ୍ରିସ୍ଟ କାୟ୍ ବାଗ୍ ଅୟ୍ଆଚେ? ତୁମାର୍ ଗିନେ କାୟ୍ ପାଉଲ କ୍ରୁସେ ମଃରି ରିଲା? ଆର୍ ତୁମିମଃନ୍କେ କାୟ୍ ପାଉଲାର୍ ନାଉଁଏ ବାପ୍ତିସମ୍ ଅୟ୍ରିଲାସ୍? |
|
| 14 |
|
| କ୍ରିସ୍ପ ଆର୍ ଗାୟକ୍ ଚାଡି ତୁମିମଃନ୍କାର୍ ବିତ୍ରେ ଆର୍ କାକେହେଁ ବାପ୍ତିସମ୍ ନଃଦେୟ୍ଁ ବଃଲି ମୁଁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, |
|
| 15 |
|
| ଇତାର୍ ଗିନେ କେ ତୁମିମଃନ୍କେ ମର୍ ନାଉଁଏ ବାପ୍ତିସମ୍ ଅୟ୍ ଆଚାସ୍ ବଃଲି କେ ନଃକଃଉଅତ୍ । |
|
| 16 |
|
| ହେଁ ସ୍ତିପାନାର୍ କୁଟୁମ୍କେ ହେଁ ବାପ୍ତିସମ୍ ଦଃୟ୍ଆଚି; ଇରି ଚାଡି ମୁୟ୍ଁ ଆର୍ କାକେ ବାପ୍ତିସମ୍ ଦଃୟ୍ଆଚି ବଃଲି ମୁୟ୍ଁ ଏତୁ କଃରୁଲେ । |
|
| 17 |
|
| କାୟ୍ତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ । |
|
| 18 |
|
| କାୟ୍ତାକ୍ବଃଲେକ୍ ନାସ୍ ଅଃଉତା ଲକ୍ମଃନାର୍ ଗିନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ କଃତା ନିର୍ବୁଦିଆ, ମଃତର୍ ମୁକ୍ତି ହାଉତାର୍ ଅଃମିମଃନାର୍ ଗିନେ ସେରି ଇସ୍ୱରାର୍ ସଃକ୍ତି । |
|
| 19 |
|
| ତଃବେ ସାସ୍ତରେ ଲେକା ଆଚେ, “ମୁଁ ଗିଆନି ଲକ୍ମଃନାର୍ ଗିଆନ୍ ନଃସ୍ଟ୍ କଃରିନ୍ଦ୍, ଆର୍ ବୁଦିମାନ୍ ମଃନାର୍ ବୁଦିକ୍ ନଃଚି ।” |
|
| 20 |
|
| ଗିଆନି କଃୟ୍? ହଃଣ୍ଡିତ୍ କଃୟ୍? ଇ ଜଃଗତାର୍ କଃତାକାଟୁ ଗିଆନି କଃୟ୍? ଇସ୍ୱର୍ କାୟ୍ ଜଃଗତାର୍ ଗ୍ୟାନ୍କ୍ ନିର୍ବୁଦିଆ ବଃଲି କୟ୍ ନଃକେରେ? |
|
| 21 |
|
| କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଗିଆନ୍ ଜାଣାହଃଳି ରିଲେକ୍ ହେଁ ଜଃଗତ୍ ନିଜାର୍ ଗିଆନେ ଇସ୍ୱର୍କେ ନଃଜାଣ୍ଲାକ୍ ଇସ୍ୱର୍ ବଃକୁଆ ହାଣେ ବିସ୍ୱାସ୍ କଃଲେକ୍ ମୁକ୍ତି ହାଉତାର୍ ସେରି ଇସ୍ୱର୍ ତିର୍ କଃଲା ଆଚେ । |
|
| 22 |
|
| କାୟ୍ତାକ୍ବଃଲେକ୍ ଜିଉଦି ମଃନ୍ କାବା ଅଃଉତା ଚିନ୍ ଲଳ୍ତି, ଆର୍ ଗ୍ରିକ୍ମଃନ୍ ଗିଆନ୍ ଲଳ୍ତି । |
|
| 23 |
|
| ମଃତର୍ ଅଃମିମଃନ୍ କ୍ରୁସେମଃଲା କ୍ରିସ୍ଟକେ ପର୍ଚାର୍ କଃରୁଲୁ, ଜେ ଜିଉଦିମଃନାର୍ ଗିନେ ବାଦା ହର୍ ଆର୍ ଅଜିଉଦିମଃନାର୍ ଗିନେ ଅଗ୍ୟାନ୍ ହର୍ । |
|
| 24 |
|
| ମଃତର୍ ଜିଉଦି ଅଃଉଆ କି ଅଜିଉଦି ଲକ୍ ଅଃଉଆ, ଜୁୟ୍ ଲକ୍ମଃନ୍କେ ଇସ୍ୱର୍ କୁଦିଆଚେ, ସେମଃନାର୍ ଗିନେ କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଇସ୍ୱରାର୍ ଗିଆନ୍ ହର୍ ଅୟ୍ଦ୍ । |
|
| 25 |
|
| ବଃଲେକ୍ ଜୁୟ୍ରି ଇସ୍ୱରାର୍ ନିର୍ବୁଦିଆର୍ କଃତା ମାନାୟ୍ର୍ ଗିଆନେ ହୁଣି ଅଃଦିକ୍ ହୁର୍ନ୍ ଗିଆନ୍ ହର୍, ଆର୍ ଇସ୍ୱରାର୍ ବଃଳ୍ ନାୟ୍ଲାର୍ ମାନାୟ୍ର୍ ବଃଳ୍ ତଃୟ୍ ହୁଣି ଅଃଦିକ୍ ସଃକାତ୍ ହର୍ । |
|
| 26 |
|
| ଏ ବାୟ୍ ଆର୍ ବେଣିମଃନ୍, ଇସ୍ୱର୍ କୁଦ୍ଲା ବଃଳ୍ ତୁମିମଃନ୍ କଃନ୍କାର୍ ରିଲାସ୍ ସେରି ଏତାୟ୍ ଦଃକା, ଜଃଗତାର୍ ଇସାବେ ବାବିଦଃକା ସଂସାରାର୍ କଃତା ହଃର୍କାରେ ତୁମିମଃନାର୍ ବିତ୍ରେ କଃତେକ୍ ଲକ୍ ଗିଆନି, ସଃକ୍ତିସାଳି ଆର୍ କଃତେକ୍ ଡାକେ ହୁଟି ରିଲାୟ୍ । |
|
| 27 |
|
| ମଃତର୍ ଜଃନ୍କଃରି କୁୟ୍ ଜଃଗତ୍ ଇସ୍ୱରାର୍ ମୁଏଁ ଗର୍ବ୍ ନଃକେରେ, ଇତାକ୍ ମୁର୍କ୍ ବିସୟ୍ ବାଚି ଆଚେ । |
|
| 28 |
|
| ଇତାର୍ ଗିନେ ଇସ୍ୱର୍ ଗିଆନି ମଃନ୍କେ ଲାଜ୍ କଃରାଉଁକ୍ ଜଃଗତାର୍ ଅଗ୍ୟାନିମଃନ୍କେ ବାଚିଆଚେ, ଆରେକ୍ ବଃଳ୍ବାନ୍ମଃନ୍କ୍ ଲାଜ୍ କଃରାଉଁକ୍ ଇସ୍ୱର୍ ଜଃଗତାର୍ ବଃଳ୍ ନଃୟ୍ଲା ଲକ୍କେ ବାଚ୍ଲା । |
|
| 29 |
|
| ଆର୍ ଜାୟ୍ରି ଜଃଗତାର୍ ଆକାୟ୍ ମାୟ୍ନ୍କାରି, ସେ ସଃବୁ ତିନିହଲ୍ୟା କଃରୁକେ ଇସ୍ୱର୍ ଜଃଗତାର୍ ମଲ୍ ନୟ୍ଲାର୍ ଆର୍ ନଃହେଚାର୍ଲା କଃତାକ୍ ହେଁ, ଗଣିତା ନାୟ୍ଲାରିମଃନ୍ ବାଚ୍ଲା ଆଚେ । |
|
| 30 |
|
| ମଃତର୍ ଇସ୍ୱର୍ ତୁମିମଃନ୍କେ ଜିସୁର୍ ତଃୟ୍ ମିସାୟ୍ ଆଚେ, ଆର୍ ସେ କ୍ରିସ୍ଟ ହଃକା ଅଃମାର୍ ଗିନେ ଗ୍ୟାନ୍ ହର୍ ଅୟ୍ଆଚେ । ତାର୍ ଗିନେ ଇସ୍ୱରାର୍ ସଃଙ୍ଗ୍ ଅଃମିମଃନାର୍ ମିସାଣ୍ ଟିକ୍ ଅୟ୍ଆଚେ, ତଃବାର୍ ଗିନେ ଦଃର୍ମି ଆର୍ ପବିତ୍ର ଲକ୍ ଅୟ୍ ମୁକ୍ଳି ଆଚୁ । |
|
| 31 |
|
| ଇତାର୍ ଗିନେ ସାସ୍ତରେ ଜଃନ୍କାର୍ ଲେକା ଅୟ୍ଆଚେ, “ଜେ ଗଃର୍ବ୍ କଃରୁକେ ମଃନ୍ କଃରେଦ୍, ସେ ମାପ୍ରୁ ଜାୟ୍ରି କଃରିଆଚେ ସେତାର୍ ଗିନେ ସେ ଗଃର୍ବ କଃର ।” |
|
|
|
|