|
| 1 |
|
| ତୁମାର୍ ବିତ୍ରେ ଯଦି କୁଇଲକ୍ କାର୍ ବିରୁଦେ କାଇରି କ୍ମ୍କେ ରେଇଦ୍, ତ୍ବେ ସେ ଖ୍ରୀଷ୍ଟାନ୍ ମ୍ଣ୍ତଳିଲ୍ଗେ ତାକେ କ୍ଉ, ମ୍ତର୍ ତୁମିମ୍ନ୍ ବିନ୍ଜାତି ମ୍ନ୍କାର୍ ବିଚାର୍ କ୍ର୍ତା ଲକ୍ମ୍ନ୍କାର୍ ଲ୍ଗେ ଜାହାନାଇ। |
|
| 2 |
|
| କାଇତାକ୍ ଇଶ୍ଵରାର୍ ଲକ୍ମ୍ନ୍ ହ୍କା ଜ୍ଗତାର୍ ବିଚାର୍ କ୍ର୍ତି ବ୍ଲି ତୁମିମ୍ନ୍ ନ୍ଜାଣାସ୍ କି? ଯଦି ତୁମିମ୍ନ୍ ଜ୍ଗତାର୍ ବିଚାର୍ କ୍ରୁଲାସ୍, ତ୍ବେ ଇ ସାନ୍ ବିଷୟେ କାଇରି ବିଚାର୍ କ୍ରୁ ନାହାରାସ୍ କି? |
|
| 3 |
|
| ଅମିମ୍ନ୍ ଯେ ସ୍ର୍ଗ୍ ଦୂତ୍ମ୍ନ୍କାର୍ ହେଁ ବିଚାର୍ କ୍ରୁମା ଇକ୍ତା ତୁମିମ୍ନ୍ ନ୍ଜାଣାସ୍ କି? ତ୍ବେ ଜ୍ଗତାର୍ ବିଚାର୍ କ୍ରୁକେ କାଇରି ଅମାର୍ ଗିନେ ସ୍ହ୍ଜ ନାଇ କି? |
|
| 4 |
|
| ମ୍ଣ୍ତଳିର୍ ଲକ୍ମ୍ନ୍କାର୍ ସାନ୍ ବିଷୟ୍ ସ୍ବୁ ବିଚାର୍ କ୍ରୁକେ, କାଇତାକ୍ ମ୍ଣ୍ତଳିଲ୍ଗେ ସନ୍ମାନ୍ ନାହାଉତା ବିନ୍ଜାତିର୍ କ୍ରାପ୍ ଲକ୍ମ୍ନ୍କାର୍ ଲ୍ଗେ ଜ୍ମ୍ଲାସ୍? |
|
| 5 |
|
| ସେତାର୍ଗିନେ ମୁଇ ତୁମୁକ୍ମ୍ନ୍ ଲାଜ୍ କ୍ରାମ୍କେ କ୍ମ୍ଲେ। ଖ୍ରୀଷ୍ଟାନ୍ ବାଇମ୍ନ୍କାର୍ ବିତ୍ରେ ଅଉତିରିଲା ମାଡ୍ଗଳାର୍ ବିଚାର୍ କ୍ରୁକେ, ତୁମାର୍ ମ୍ଣ୍ତଳିଲ୍ଗେ ଗଟେକ୍ ହେଁ ଗ୍ଯାନି ମାନାଇ ନାଇ କି? |
|
| 6 |
|
| ମ୍ତର୍ ସେ ଗ୍ଯାନି ଲକାର୍ ଲ୍ଗେ ନ୍ଜାଇ କ୍ରି, ତୁମିମ୍ନ୍ ଆରେକ୍ ଗଟେକ୍ ବାଇର୍ ବିରୁଦେ କ୍ନ୍କ୍ରି ତାନାଇ ଜ୍ମ୍ଲାସ୍? ଆର୍ ବିନ୍ଜାତିର୍ ଲକ୍ମ୍ନ୍ ତାର୍ ବିଚାର୍ କ୍ରୁଲାଇ। |
|
| 7 |
|
| ତୁମାର୍ ବିତ୍ରେ ଅଉତିରିଲା ବିଚାର୍ ସ୍ବୁ ଜାଣାମ୍ଲି ଯେ, ତୁମିମ୍ନ୍ ସ୍ବୁ ଆରି ଆଚାସ୍। କେସ୍ବାଟ୍ କ୍ର୍ତା ବାଦୁଲେ ବିନ୍ଲକାର୍ ଅନ୍ଯାୟ୍ ଆର୍ କ୍ଷ୍ଟକେ ସ୍ମ୍ବାଳାତାର୍ ବ୍ଲ୍ ନଇକି? |
|
| 8 |
|
| ମ୍ତର୍ ତୁମିମ୍ନ୍ ସ୍ମ୍ବାଳି ନ୍କେରି କ୍ରି, ତୁମାର୍ ତୁମାର୍ ବିତ୍ରେ ଆର୍ ତୁମାର୍ ନିଜାର୍ ବାଇଦି ମ୍ନ୍କାର୍ ହେଁ ଅନ୍ଯାୟ୍ କ୍ରୁଲାସ୍, ଆର୍ ସେମ୍ନ୍କେ ନ୍ଷ୍ଟ କ୍ରୁଲାଇ। |
|
| 9 |
|
| ତୁମିମ୍ନ୍ ନ୍ଜାଣାସ୍ କି ଦୁଷ୍ଟ ଲକ୍ମ୍ନ୍ ଇଶ୍ଵରାର୍ ରାଇଜେ ଅଦିକାରି ଅମ୍ ନାହାର୍ତି? ଇ ବିଷୟେ ତୁମିମ୍ନ୍ ବ୍ଲ୍କ୍ରି ଜାଣିରିଆ, କାଇତାକ୍ କ୍ରାପ୍ କାମ୍ କ୍ର୍ତାଲକ୍, ମୁର୍ତି ହୁଜା କ୍ର୍ତାଲକ୍, ଆର୍ ଦାରିକାମ୍ କ୍ର୍ତାଲକ୍, ଅଣ୍ଡ୍ରା ଅଣ୍ଡ୍ରା ବିତ୍ରେ କ୍ରାପ୍ କାମ୍, ଅଣ୍ଡ୍ରା ଅଣ୍ଡ୍ରା ବିତ୍ରେ ଦାରିକାମ୍, |
|
| 10 |
|
| କି ଚର୍ମ୍ନ୍, ଦ୍ନ୍ ଲ୍ବିମ୍ନ୍, ମ୍ଦୁଆମ୍ନ୍, ଲିନ୍ଦା କ୍ର୍ତା ଲକ୍ମ୍ନ୍, ଆର୍ ଟକ୍ତା ଲକ୍ମ୍ନ୍ ଇଶ୍ଵରାର୍ ରାଇଜେ ଅଦିକାରି ଅମ୍ ନାହାର୍ତି। |
|
| 11 |
|
| ଆରେକ୍ ତୁମାର୍ ବିତ୍ରେ କେ କେ ସେନ୍କ୍ରି ରିଲାସ୍। ମ୍ତର୍ ତୁମିମ୍ନ୍ ଅବେ ପାପେହ୍ଣି ମ୍ନ୍ ବାଦ୍ଲାଇ କ୍ରି ଇଶ୍ଵରାର୍ ଲ୍ଗେ ସ୍ହ୍ରି ଅଇଚାସ୍, ତୁମିମ୍ନ୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ଲ୍ଗେ ଆର୍ ପବିତର୍ ଆତ୍ମାର୍ ଲ୍ଗେ ଦାର୍ମିକ୍ ଅଇଆଚାସ୍। |
|
| 12 |
|
| କେ କ୍ମ୍ହାରେ କି ଯେ “ମୁଇ ସ୍ବୁକାମ୍ କ୍ରୁକେ ମକେ ଆଦେଶ୍ ମିଳିଆଚେ ବ୍ଲି?” ତୁମିସ୍ବୁ କାମ୍ କ୍ରୁହାରାସ୍ ମ୍ତର୍ ସ୍ବୁକାମ୍ ବ୍ଲ୍ନଇ। |
|
| 13 |
|
| କେ କେ କ୍ମ୍ଲାଇ କାଦି ହେଟାର୍ ଗିନେ, ଆର୍ ହେଟ୍ କାଦିର୍ ଗିନେ ବ୍ଲି, ମ୍ତର୍ ସ୍ତ୍କ୍ତା ଇଶ୍ଵର୍ ଇ ଜଳେକ୍କେ ନ୍ଷ୍ଟ କ୍ରେଦ୍, କାଇତାକ୍ ଗ୍ଗାଳ୍କେ ଦାରିକାମେ ନ୍ଲାଗାଇ କ୍ରି ମାପ୍ରୁର୍ ଆରାଦନା କାମେ ଲାଗାଉଆ, କାଇତାକ୍ ଇଶ୍ଵର୍ ଗ୍ଗାଳେ ଲଳାରିଲା ସ୍ବୁ ଜାଗାମ୍ଲା। |
|
| 14 |
|
| ଇଶ୍ଵର୍ ମାପ୍ରୁ ଯୀଶୁକେ ଆରେକ୍ ଜୀବନ୍ ଦେଇକ୍ରି ଉଟାଇଆଚେ, ସେନ୍କ୍ରି ସେ ତାର୍ ଶ୍କ୍ତି ସ୍ଙ୍ଗ୍ ଅମୁକ୍ମ୍ନ୍ ହେଁ ମ୍ଲାତ୍ଇହ୍ଣି ଜୀବନ୍ ଦେଇକ୍ରି ଉଟାଇଦ୍। |
|
| 15 |
|
| ତୁମାର୍ ଗ୍ଗାଳ୍ ଯେ, ଖ୍ରୀଷ୍ଟର୍ ଗ୍ଗାଳାର୍ ଗଟେକ୍ ଗଟେକ୍ ଆତ୍ଗଡ୍, ତ୍ବେ ମୁଇ କାଇରି ଖ୍ରୀଷ୍ଟର୍ ଆତ୍ ଗଡ୍କେ ନ୍ଇକ୍ରି ଦାରିଆଣି ସ୍ଙ୍ଗ୍ ଗଟେକ୍ କ୍ରାନାଇ। ସେନ୍କ୍ରି କ୍ବେ ହେଁ ନ୍ଉଅ। |
|
| 16 |
|
| ତୁମି ନ୍ଜାଣାସ୍, ଯେ ଦାରିକାମ୍ ଲ୍ଗେ ଜାଇଦ୍ ସେ ତାର୍ ଗ୍ଗାଳ୍ ସ୍ଙ୍ଗ୍ ମିସି ଗଟେକ୍ ଅଇଦ୍? ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକି ଆତ୍ତି, ଯେ “ସେ ଦୁଇ ଲକ୍ ଗଟେକ୍ ଗ୍ଗାଳ୍ ଅଉତି।” |
|
| 17 |
|
| ମ୍ତର୍ ଯେ ମାପ୍ରୁର୍ ସ୍ଙ୍ଗ୍ ଗଟେକ୍ ଅଇଦ୍ ସେ ତାର୍ସ୍ଙ୍ଗ୍ ଆତ୍ମିକ୍ ବାବେ ଗଟେକ୍ ଅଇଦ୍। |
|
| 18 |
|
| ଦାରିକାମେ ହ୍ଣି ଅଲ୍ଗା ରିଆ, କାଇତାକ୍ ବିନ୍ ପାପ୍ସ୍ବୁ ମାନାଇର୍ ଗ୍ଗାଳାର୍ ଉହ୍ରେ ଅଇଦ୍, ମ୍ତର୍ ଦାରିକାମ୍ ମାନାଇର୍ ଗ୍ଗାଳ୍ ବିରୁଦେ ବେଶି ବ୍ଡ୍ ପାପ୍ କ୍ରେଦ୍। |
|
| 19 |
|
| ତୁମିମ୍ନ୍ ନ୍ଜାଣାସ୍ କି, ଯେ ତୁମାର୍ ଗ୍ଗାଳ୍ ପବିତର୍ ଆତ୍ମାର୍ ମନ୍ଦିର୍ ବ୍ଲି? ଜୁଇ ଆତ୍ମା ତୁମାର୍ ହୁର୍ଦୟେ ଆଚେ ସେରି ଇଶ୍ଵରାର୍ ଦାନ୍, ଆର୍ ତୁମିମ୍ନ୍ ନିଜେ ନିଜାର୍ ନଇ। |
|
| 20 |
|
| କାଇତାକ୍ ସେ ତୁମୁକ୍ମ୍ନ୍ ତାର୍ ବେଶି ମୁଲ୍ଯର୍ ଜୀବନ୍ ଦେଇକ୍ରି ଗେନ୍ଲା ଆଚେ, ସେତାର୍ଗିନେ ତୁମାର୍ ଗ୍ଗାଳେ ଇଶ୍ଵରାର୍ ମଇମା କ୍ରା। |
|
|
|
|