× ଭାଷା ୟୁରୋପ | ଷିୟ | ବେଲାରୁଷିଆନ୍ ୟୁକ୍ରେନ୍ ପୋଲାଣ୍ଡ | ସର୍ବିଆ | ବୁଲଗେରିଆ | ସ୍ଲୋଭାକିଆନ୍ ଚେକ ରୋମାନିଆନ୍ ମଲଡୋଭିଆନ୍ | ଆଜେରବାଇଜାନ ଆର୍ମେନିଆ ଜର୍ଜିଆନ୍ ଆଲବାନ୍ ଆଭାର୍ | ବାସ୍କିର ଟାଟାର | ଚେଚେନ ସ୍ଲୋଭେନିଆନ୍ କ୍ରୋଏସିଆ ଇଷ୍ଟୋନିଆନ୍ | ଲାଟଭିଆନ୍ ଲିଥୁଆନିଆ ହଙ୍ଗେରୀ ଫିନଲ୍ୟାଣ୍ଡ ନରୱେଜ୍ ସ୍ୱେଡିସ୍ ଆଇସଲ୍ୟାଣ୍ଡ୍ ଗ୍ରୀକ୍ ମାକେଡୋନିଆନ୍ | ଜର୍ମାନ୍ ବାଭରିଆନ୍ | ଡଚ୍ ଡାନିଶ୍ ୱେଲ୍ସ | ଗେଲିକ୍ | ଇଂରେଜ୍ ଫରାସୀ ବାସ୍କେ | କାଟାଲାନ୍ ଇଟାଲୀୟ | ଗାଲାସିଆନ୍ | ରୋମାନି | Bosnian ଉତ୍ତର ଆମେରିକା ଇଂରାଜୀ | ଦକ୍ଷିଣ ଆମେରିକା ସ୍ପାନିସ୍ ପର୍ତ୍ତୁଗୀଜ୍ ଗୁଆରାନି | କେଚୁଆନ୍ ଆୟମାରା କେନ୍ଦ୍ରୀୟ ଆମେରିକା | ଜାମାଇକାନ୍ ନାହୁତ୍ | କିଚେ Qeqchi ହାତିଆ ପୂର୍ବ ଏସିଆ ଚାଇନିଜ୍ ଜାପାନିଜ୍ କୋରିଆନ୍ ମଙ୍ଗୋଲିଆ ଉଇଗୁର୍ ହମଙ୍ଗ ଦକ୍ଷିଣ ପୂର୍ବ ଏସିଆ ମାଲେସିଆ ବର୍ମା ଥୋଡି ନେପାଳୀ ସେବୁଆନୋ | ଟାଗଲଗ୍ | କାମ୍ବୋଡିଆ ଥାଇ ଇଣ୍ଡୋନେସିଆ ଭିଏତନାମ ଯବାନ ଲାଓ ଇବାନ୍ ଆଇୟୁ ମିଏନ୍ କାଚିନ୍ ଲାହୁ Aceh Balinese Bugis Pampanga Sasak Shan Waray ଦକ୍ଷିଣ ଏସିଆ ହିନ୍ଦୀ ଓଡିଆ ଆୱାଡି | ମିଜୋ | କନ୍ନଡ | ମାଲାୟାଲମ୍ ମରାଠୀ ଗୁଜରାଟୀ ତାମିଲ୍ | ତେଲୁଗୁ ପଞ୍ଜାବୀ | କୁରୁଖ ଆସାମୀୟ | ମ ith ଥୀଲି | ବଙ୍ଗାଳୀ ଉର୍ଦ୍ଦୁ ସିହ୍ନା ଡୋଗ୍ରି ହରିୟାନଭି ମେଟେଇ | କନକାନି ସାନ୍ତାଲି ସିନ୍ଧି କୋୟା ଥାଡୋ ସଂସ୍କୃତ ଦେବନାଗରୀ Adilabad Gondi Ahirani ବାଲୁଚି Bundeli Chhattisgarhi Garhwali Kangri Kumaoni Mewari Munda Sadri Seraiki Shekhawati Sylheti ମଧ୍ୟ ଏସିଆ କିର୍ଗିଜ୍ ଉଜବେକିସ୍ତାନ ତାଜିକ୍ | ତୁର୍କମେନ କାଜାଖସ୍ତାନ କରକାଲପକ୍ ମଧ୍ୟ ପୂର୍ବ ତୁର୍କୀ ହିବ୍ରୁ ଆରବୀ | ପାର୍ସୀ | କୁର୍ଦ୍ଦ ପାଶ୍ଟୁ କପଟିକ୍ | ଆଫ୍ରିକା ଆଫ୍ରିକୀୟ ଜୋସା | ଜୁଲୁ Ndebele ସୋଥୋ | ଆମହାରିକ୍ | ୱୋଲାଇଟା | ନାଇଜେରିଆନ୍ ମୋସି ଇକା ଡିଙ୍କା | କାବିଲ୍ | ଇୱେ ସ୍ଵାହିଲି ମୋରୋକୋ ସୋମାଲିଆ ଶୋନା | ମାଡାଗାସ୍କର | ଇଗବୋ | ଲିଙ୍ଗଲା | ବାଉଲେ | ସିସବତୀ | ଟସଙ୍ଗା | ତସ୍ୱାନା | ଗାମ୍ବିଆନ୍ ଓଡ଼ିଆ କାମ୍ବା କିନ୍ନରୱାଣ୍ଡା | ହାଉସା ଚେୱା | ଲୁଓ | ମାକୁଆ | ଡ୍ୟୁଲା | ଫୁଲଫୁଲ୍ କାଲେନଜିନ କିକୁୟୁ କିକୱାଙ୍ଗୋ | କିରୁଣ୍ଡି କ୍ରିଓ ନାଇଜେରିଆନ୍ ପିଜିନ୍ ଓରୋମୋ | ତସିଲୁବା | Tshivenda ଟ୍ୱି ଉମ୍ବୁଣ୍ଡୁ | ଲୁଗବାରା ଲୁଗୁରୁ ପୁଲାର୍ ଗୁସି ମାସାଇ ତୁର୍କାନା ମୋବା ନ୍ୟୁର୍ ଶିଲୁକ୍ ତମାଶେକ୍ ମାକୋଣ୍ଡେ Bemba Fon Hadiyya Ibibio Kimbundu Kimiiru Lango Liberian Kreyol Lomwe Mende Morisyen Ndau Nyankole Sena Sidamo Soga Songe Sukuma Tarifit Teso Tiv Zande ଅଷ୍ଟ୍ରେଲିଆ ମାଳଦ୍ୱୀପ ନିଉଜିଲାଣ୍ଡ୍ ପାପୁଆ ନ୍ୟୁ ଗିନି ପୁରୁଣା ଭାଷା | ଆରାମିକ୍ | ଲାଟିନ୍ ଏସପେରାଣ୍ଟୋ | 1 1 1 ୧୮୪୦ IRV ୨୦୧୯BSI ୨୦୧୮IRV ୨୦୧୭OROV ୨୦୧୪ERV ୨୦୧୦୧୮୪୦1 1 1 ମାଥିଉ ଆଦିଯାତ୍ରାଲେବୀୟଗଣନାଦ୍ଵିତୀୟ ବିବରଣଯିହୋଶୂୟବିଚାରକର୍ତ୍ତାରତର ବିବରଣପ୍ରଥମ ଶାମୁୟେଲଦ୍ଵିତୀୟ ଶାମୁୟେଲପ୍ରଥମ ରାଜାବଳୀଦ୍ଵିତୀୟ ରାଜାବଳୀପ୍ରଥମ ବଂଶାବଳୀଦ୍ଵିତୀୟ ବଂଶାବଳୀଏଜ୍ରାନିହିମୀୟାଏଷ୍ଟରଆୟୁବଗୀତସଂହିତାହିତୋପଦେଶଉପଦେଶକପରମ ଗୀତଯିଶାଇୟଯିରିମୀୟବିଳାପଯିହିଜିକଲଦାନିୟେଲହୋଶେୟଯୋୟେଲଆମୋଷଓବଦୀୟଯୂନସମୀଖାନାହୂମହବକ୍କୂକସିଫନୀୟହାଗୟଯିଖରୀୟମଲାଖୀ--- --- ---ମାଥିଉମାର୍କଲୂକଯୋହନପ୍ରେରିତରୋମୀୟ୧ କରିନ୍ଥୀୟ୨ କରିନ୍ଥୀୟଗାଲାତୀୟଏଫିସୀୟଫିଲିପ୍ପୀୟକଲସୀୟ୧ ଥେସଲନୀକୀୟ୨ ଥେସଲନୀକୀୟ୧ ତୀମଥି୨ ତୀମଥିତୀତସଫିଲୀମୋନଏବ୍ରୀଯାକୁବ୧ ପିତର୨ ପିତର୧ ଯୋହନ୨ ଯୋହନ୩ ଯୋହନଯିହୂଦାପ୍ରକାଶିତ ବାକ୍ୟ1 1 1 ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪୨୫୨୬୨୭୨୮1 1 1 : ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪୨୫1 1 1 [ପବିତ୍ର ବାଇବେଲ] Odia Bible 1840 ମାଥିଉ ୧ ସଞ୍ଚୟ ଟିପ୍ପଣୀ ୧ [1]"ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।"୨ [2]"ଅବ୍ରହାମ ଇସ୍ହାକଙ୍କ ବାପା"୩ [3]"ୟିହୂଦା, ଫରେସ ଓ ସରହଙ୍କେ ବାପା।"୪ [4]"ଅରାମ ଅମ୍ମୀନାଦାବଙ୍କ ବାପା।"୫ [5]"ସଲମାନେ ବୋୟଜଙ୍କ ବାପା।"୬ [6]"ଓବଦେ ୟିଶୟଙ୍କ ବାପା।"୭ [7]"ଶଲମାନେ ରିହବିଯାମଙ୍କ ବାପା।"୮ [8]"ଆସା ୟିହୋଶାଫାଟଙ୍କ ବାପା।"୯ [9]"ଉଜ୍ଜିୟ ଯୋଥମଙ୍କ ବାପା।"୧୦ [10]"ଜକିୟ ମନଃଶିଙ୍କ ବାପା।"୧୧ [11]"ଯୋଶିୟୟ, ୟିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇଶ୍ରା ଯେଲ"୧୨ [12]"ସମାନଙ୍କେୁ ବାବିଲୋନକୁ ନିଆୟିବା ପରେ:"୧୩ [13]"ଜିରୁଦବଲେ ଅବୀହୂଦଙ୍କ ବାପା।"୧୪ [14]"ଅଜ୍ ଜୂର ସାଦୋକଙ୍କ ବାପା।"୧୫ [15]"ଏଲୀହୂଦ ଏଲାଜାରଙ୍କ ବାପା।"୧୬ [16]"ଯାକୁବ ଯୋଷଫଙ୍କେ ବାପା।"୧୭ [17]"ଏହିଭଳି ଭାବରେ ଅବ୍ରହାମଙ୍କ ଠାରୁ ଦାଉଦଙ୍କ ପର୍ୟ୍ଯନ୍ତ ହେଲେ ମାଟେ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପର୍ୟ୍ଯନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନ ରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ୟ୍ଯନ୍ତ ହେଲେ ଚଉଦ ପୁରୁଷ।"୧୮ [18]"ଯୀଶୁଖ୍ରୀଷ୍ଟଙ୍କ ମାଆ ଥିଲେ ମରିୟମ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହାଇେଥିଲା। ମରିୟମଙ୍କର ଯୋଷଫଙ୍କେ ସହିତ ବିବାହ ସ୍ଥିର ହାଇେଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡିଲା ଯେ, ମରିୟମ ପବିତ୍ର ଆତ୍ମାଙ୍କ ଶକ୍ତି ବଳ ରେ ଗର୍ଭବତୀ ହାଇେଛନ୍ତି।"୧୯ [19]"କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।"୨୦ [20]"କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।"୨୧ [21]"ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।"୨୨ [22]"ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।"୨୩ [23]"ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)"୨୪ [24]"ଯୋଷଫେ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦସେ ଦେଲେ, ସପରେି କଲେ। ସେ ମରିୟମଙ୍କୁ ବିବାହ କଲେ।"୨୫ [25]"କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦବୋ ପର୍ୟ୍ଯନ୍ତ ସେ ତାହାଙ୍କ ସହିତ ସହବାସ କରିନଥଲେ। ଆଉ ଯୋଷଫେ ପୁଅଟିର ନାମ ଯୀଶୁ ରଖିଲେ।"Odia Bible 1840 Public Domain: Odia 1840 [ପବିତ୍ର ବାଇବେଲ] Odia Bible 1840 ମାଥିଉ ୧ 00:00:00 00:00:00 0.5x 2.0x https://beblia.bible:81/BibleAudio/odia/matthew/001.mp3 28 1