× ଭାଷା ୟୁରୋପ | ଷିୟ | ବେଲାରୁଷିଆନ୍ ୟୁକ୍ରେନ୍ ପୋଲାଣ୍ଡ | ସର୍ବିଆ | ବୁଲଗେରିଆ | ସ୍ଲୋଭାକିଆନ୍ ଚେକ ରୋମାନିଆନ୍ ମଲଡୋଭିଆନ୍ | ଆଜେରବାଇଜାନ ଆର୍ମେନିଆ ଜର୍ଜିଆନ୍ ଆଲବାନ୍ ଆଭାର୍ | ବାସ୍କିର ଟାଟାର | ଚେଚେନ ସ୍ଲୋଭେନିଆନ୍ କ୍ରୋଏସିଆ ଇଷ୍ଟୋନିଆନ୍ | ଲାଟଭିଆନ୍ ଲିଥୁଆନିଆ ହଙ୍ଗେରୀ ଫିନଲ୍ୟାଣ୍ଡ ନରୱେଜ୍ ସ୍ୱେଡିସ୍ ଆଇସଲ୍ୟାଣ୍ଡ୍ ଗ୍ରୀକ୍ ମାକେଡୋନିଆନ୍ | ଜର୍ମାନ୍ ବାଭରିଆନ୍ | ଡଚ୍ ଡାନିଶ୍ ୱେଲ୍ସ | ଗେଲିକ୍ | ଇଂରେଜ୍ ଫରାସୀ ବାସ୍କେ | କାଟାଲାନ୍ ଇଟାଲୀୟ | ଗାଲାସିଆନ୍ | ରୋମାନି | Bosnian ଉତ୍ତର ଆମେରିକା ଇଂରାଜୀ | ଦକ୍ଷିଣ ଆମେରିକା ସ୍ପାନିସ୍ ପର୍ତ୍ତୁଗୀଜ୍ ଗୁଆରାନି | କେଚୁଆନ୍ ଆୟମାରା କେନ୍ଦ୍ରୀୟ ଆମେରିକା | ଜାମାଇକାନ୍ ନାହୁତ୍ | କିଚେ Qeqchi ହାତିଆ ପୂର୍ବ ଏସିଆ ଚାଇନିଜ୍ ଜାପାନିଜ୍ କୋରିଆନ୍ ମଙ୍ଗୋଲିଆ ଉଇଗୁର୍ ହମଙ୍ଗ ଦକ୍ଷିଣ ପୂର୍ବ ଏସିଆ ମାଲେସିଆ ବର୍ମା ଥୋଡି ନେପାଳୀ ସେବୁଆନୋ | ଟାଗଲଗ୍ | କାମ୍ବୋଡିଆ ଥାଇ ଇଣ୍ଡୋନେସିଆ ଭିଏତନାମ ଯବାନ ଲାଓ ଇବାନ୍ ଆଇୟୁ ମିଏନ୍ କାଚିନ୍ ଲାହୁ Aceh Balinese Bugis Pampanga Sasak Shan Waray ଦକ୍ଷିଣ ଏସିଆ ହିନ୍ଦୀ ଓଡିଆ ଆୱାଡି | ମିଜୋ | କନ୍ନଡ | ମାଲାୟାଲମ୍ ମରାଠୀ ଗୁଜରାଟୀ ତାମିଲ୍ | ତେଲୁଗୁ ପଞ୍ଜାବୀ | କୁରୁଖ ଆସାମୀୟ | ମ ith ଥୀଲି | ବଙ୍ଗାଳୀ ଉର୍ଦ୍ଦୁ ସିହ୍ନା ଡୋଗ୍ରି ହରିୟାନଭି ମେଟେଇ | କନକାନି ସାନ୍ତାଲି ସିନ୍ଧି କୋୟା ଥାଡୋ ସଂସ୍କୃତ ଦେବନାଗରୀ Adilabad Gondi Ahirani ବାଲୁଚି Bundeli Chhattisgarhi Garhwali Kangri Kumaoni Mewari Munda Sadri Seraiki Shekhawati Sylheti ମଧ୍ୟ ଏସିଆ କିର୍ଗିଜ୍ ଉଜବେକିସ୍ତାନ ତାଜିକ୍ | ତୁର୍କମେନ କାଜାଖସ୍ତାନ କରକାଲପକ୍ ମଧ୍ୟ ପୂର୍ବ ତୁର୍କୀ ହିବ୍ରୁ ଆରବୀ | ପାର୍ସୀ | କୁର୍ଦ୍ଦ ପାଶ୍ଟୁ କପଟିକ୍ | ଆଫ୍ରିକା ଆଫ୍ରିକୀୟ ଜୋସା | ଜୁଲୁ Ndebele ସୋଥୋ | ଆମହାରିକ୍ | ୱୋଲାଇଟା | ନାଇଜେରିଆନ୍ ମୋସି ଇକା ଡିଙ୍କା | କାବିଲ୍ | ଇୱେ ସ୍ଵାହିଲି ମୋରୋକୋ ସୋମାଲିଆ ଶୋନା | ମାଡାଗାସ୍କର | ଇଗବୋ | ଲିଙ୍ଗଲା | ବାଉଲେ | ସିସବତୀ | ଟସଙ୍ଗା | ତସ୍ୱାନା | ଗାମ୍ବିଆନ୍ ଓଡ଼ିଆ କାମ୍ବା କିନ୍ନରୱାଣ୍ଡା | ହାଉସା ଚେୱା | ଲୁଓ | ମାକୁଆ | ଡ୍ୟୁଲା | ଫୁଲଫୁଲ୍ କାଲେନଜିନ କିକୁୟୁ କିକୱାଙ୍ଗୋ | କିରୁଣ୍ଡି କ୍ରିଓ ନାଇଜେରିଆନ୍ ପିଜିନ୍ ଓରୋମୋ | ତସିଲୁବା | Tshivenda ଟ୍ୱି ଉମ୍ବୁଣ୍ଡୁ | ଲୁଗବାରା ଲୁଗୁରୁ ପୁଲାର୍ ଗୁସି ମାସାଇ ତୁର୍କାନା ମୋବା ନ୍ୟୁର୍ ଶିଲୁକ୍ ତମାଶେକ୍ ମାକୋଣ୍ଡେ Bemba Fon Hadiyya Ibibio Kimbundu Kimiiru Lango Liberian Kreyol Lomwe Mende Morisyen Ndau Nyankole Sena Sidamo Soga Songe Sukuma Tarifit Teso Tiv Zande ଅଷ୍ଟ୍ରେଲିଆ ମାଳଦ୍ୱୀପ ନିଉଜିଲାଣ୍ଡ୍ ପାପୁଆ ନ୍ୟୁ ଗିନି ପୁରୁଣା ଭାଷା | ଆରାମିକ୍ | ଲାଟିନ୍ ଏସପେରାଣ୍ଟୋ | 1 1 1 ୧୮୪୦ IRV ୨୦୧୯BSI ୨୦୧୮IRV ୨୦୧୭OROV ୨୦୧୪ERV ୨୦୧୦୧୮୪୦1 1 1 ୨ ପିତର ଆଦିଯାତ୍ରାଲେବୀୟଗଣନାଦ୍ଵିତୀୟ ବିବରଣଯିହୋଶୂୟବିଚାରକର୍ତ୍ତାରତର ବିବରଣପ୍ରଥମ ଶାମୁୟେଲଦ୍ଵିତୀୟ ଶାମୁୟେଲପ୍ରଥମ ରାଜାବଳୀଦ୍ଵିତୀୟ ରାଜାବଳୀପ୍ରଥମ ବଂଶାବଳୀଦ୍ଵିତୀୟ ବଂଶାବଳୀଏଜ୍ରାନିହିମୀୟାଏଷ୍ଟରଆୟୁବଗୀତସଂହିତାହିତୋପଦେଶଉପଦେଶକପରମ ଗୀତଯିଶାଇୟଯିରିମୀୟବିଳାପଯିହିଜିକଲଦାନିୟେଲହୋଶେୟଯୋୟେଲଆମୋଷଓବଦୀୟଯୂନସମୀଖାନାହୂମହବକ୍କୂକସିଫନୀୟହାଗୟଯିଖରୀୟମଲାଖୀ--- --- ---ମାଥିଉମାର୍କଲୂକଯୋହନପ୍ରେରିତରୋମୀୟ୧ କରିନ୍ଥୀୟ୨ କରିନ୍ଥୀୟଗାଲାତୀୟଏଫିସୀୟଫିଲିପ୍ପୀୟକଲସୀୟ୧ ଥେସଲନୀକୀୟ୨ ଥେସଲନୀକୀୟ୧ ତୀମଥି୨ ତୀମଥିତୀତସଫିଲୀମୋନଏବ୍ରୀଯାକୁବ୧ ପିତର୨ ପିତର୧ ଯୋହନ୨ ଯୋହନ୩ ଯୋହନଯିହୂଦାପ୍ରକାଶିତ ବାକ୍ୟ1 1 1 ୧ ୧୨୩1 1 1 : ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧1 1 1 [ପବିତ୍ର ବାଇବେଲ] Odia Bible 1840 ୨ ପିତର ୧ ସଞ୍ଚୟ ଟିପ୍ପଣୀ ୧ [1]"ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।"୨ [2]"ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।"୩ [3]"ଯୀଶୁଙ୍କଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ବରଙ୍କୁ ସବୋ କରିବା ପାଇଁ ଯାହା କିଛି ଦରକାର ସେ ସବୁ ଆପଣା ଶକ୍ତି ରେ ଆମ୍ଭକୁ ଦଇେଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତା ରେ ଆମ୍ଭମାନଙ୍କୁ ଡ଼ାକିଛନ୍ତି।"୪ [4]"ଯୀଶୁ ନିଜ ମହିମା ଓ ଉତ୍ତମତା ହତେୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ଯବାନ୍ ଓ ମହତ ବିଷୟଗୁଡ଼ିକ ଆମ୍ଭକୁ ଦଇେଛନ୍ତି। ସହେି ଦାନଗୁଡ଼ିକ ସାହାୟ୍ଯ ରେ ତୁମ୍ଭେ ପରମେଶ୍ବରଙ୍କ ଆଚରଣର ଅଂଶ ହାଇପୋରିବ। ଏହାଦ୍ବାରା ଜଗତ ରେ ଥିବା ମନ୍ଦ ବିଷୟଗୁଡ଼ିକ ତୁମ୍ଭକୁ ନଷ୍ଟ କରିପାରିବ ନାହିଁ।"୫ [5]"ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,"୬ [6]"ଜ୍ଞାନ ରେ ଆତ୍ମସଂୟମତା, ଆତ୍ମସଂୟମତା ରେ ର୍ଧୈୟ୍ଯ ଓ ର୍ଧୈୟ୍ଯ ରେ ପରମେଶ୍ବରଙ୍କ ସବୋ,"୭ [7]"ପରମେଶ୍ବରଙ୍କ ସବୋ ରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟା ରେ ପ୍ ରମେକୁ ୟୋଗ କର।"୮ [8]"ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ ରେ ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' ହେଲେ ତୁମ୍ଭେ କବେେ ହେଲେ ଶିଥିଳ ହବେ ନାହିଁ। ସଗେୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ରେ ପୂର୍ଣ୍ଣତା ପାଇବା ପାଇଁ କବେେ ହେଲେ ତୁମ୍ଭକୁ ମୂଲ୍ଯହୀନ ହବୋକୁ ଦବେ ନାହିଁ।"୯ [9]"ଯଦି କୌଣସି ଲୋକଠା ରେ ଏଗୁଡ଼ିକ ନାହିଁ, ତା ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।"୧୦ [10]"ମାେ ଭାଇ ଭଉଣୀମାନେ, ପରମେଶ୍ବର ତୁମ୍ଭକୁ ଡ଼ାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କଲେ ତୁମ୍ଭେ କବେେ ହେଲେ ଝୁଣ୍ଟିବ ନାହିଁ।"୧୧ [11]"ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ରାଜ୍ଯ ରେ ତୁମ୍ଭକୁ ସ୍ବାଗତ କରାୟିବ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ଅଟେ।"୧୨ [12]"ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।"୧୩ [13]"ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।"୧୪ [14]"ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।"୧୫ [15]"ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।"୧୬ [16]"ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ ରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସଗେୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖି ରେ ଯୀଶୁଙ୍କର ମହାନତା ଦେଖିଛୁ।"୧୭ [17]"ଯେତବେେଳେ ପରମପିତା ପରମେଶ୍ବରଙ୍କ ଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତବେେଳେ ଯୀଶୁ ପିତା ପରମେଶ୍ବରଙ୍କ ମହାଗୌରବୟୁକ୍ତ ବାଣୀ ଶୁଣିଥିଲେ। ସହେି ସ୍ବର କହିଥିଲା : ଏ ମାରେପୁତ୍ର, ମୁଁ ତାହାକୁ ପ୍ ରମେ କରେ। ମୁଁ ତା' ଉପରେ ଅତି ପ୍ରସନ୍ନ।"୧୮ [18]"ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।"୧୯ [19]"ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।"୨୦ [20]"ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ଯର ନିଜର ବ୍ଯାଖ୍ଯା ନୁହେଁ।"୨୧ [21]"କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।"Odia Bible 1840 Public Domain: Odia 1840 [ପବିତ୍ର ବାଇବେଲ] Odia Bible 1840 ୨ ପିତର ୧ 00:00:00 00:00:00 0.5x 2.0x https://beblia.bible:81/BibleAudio/odia/2peter/001.mp3 3 1