× ଭାଷା ୟୁରୋପ | ଷିୟ | ବେଲାରୁଷିଆନ୍ ୟୁକ୍ରେନ୍ ପୋଲାଣ୍ଡ | ସର୍ବିଆ | ବୁଲଗେରିଆ | ସ୍ଲୋଭାକିଆନ୍ ଚେକ ରୋମାନିଆନ୍ ମଲଡୋଭିଆନ୍ | ଆଜେରବାଇଜାନ ଆର୍ମେନିଆ ଜର୍ଜିଆନ୍ ଆଲବାନ୍ ଆଭାର୍ | ବାସ୍କିର ଟାଟାର | ଚେଚେନ ସ୍ଲୋଭେନିଆନ୍ କ୍ରୋଏସିଆ ଇଷ୍ଟୋନିଆନ୍ | ଲାଟଭିଆନ୍ ଲିଥୁଆନିଆ ହଙ୍ଗେରୀ ଫିନଲ୍ୟାଣ୍ଡ ନରୱେଜ୍ ସ୍ୱେଡିସ୍ ଆଇସଲ୍ୟାଣ୍ଡ୍ ଗ୍ରୀକ୍ ମାକେଡୋନିଆନ୍ | ଜର୍ମାନ୍ ବାଭରିଆନ୍ | ଡଚ୍ ଡାନିଶ୍ ୱେଲ୍ସ | ଗେଲିକ୍ | ଇଂରେଜ୍ ଫରାସୀ ବାସ୍କେ | କାଟାଲାନ୍ ଇଟାଲୀୟ | ଗାଲାସିଆନ୍ | ରୋମାନି | Bosnian Kabardian ଉତ୍ତର ଆମେରିକା ଇଂରାଜୀ | ଦକ୍ଷିଣ ଆମେରିକା ସ୍ପାନିସ୍ ପର୍ତ୍ତୁଗୀଜ୍ ଗୁଆରାନି | କେଚୁଆନ୍ ଆୟମାରା କେନ୍ଦ୍ରୀୟ ଆମେରିକା | ଜାମାଇକାନ୍ ନାହୁତ୍ | କିଚେ Qeqchi ହାତିଆ ପୂର୍ବ ଏସିଆ ଚାଇନିଜ୍ ଜାପାନିଜ୍ କୋରିଆନ୍ ମଙ୍ଗୋଲିଆ ଉଇଗୁର୍ ହମଙ୍ଗ Tibetian ଦକ୍ଷିଣ ପୂର୍ବ ଏସିଆ ମାଲେସିଆ ବର୍ମା ଥୋଡି ନେପାଳୀ ସେବୁଆନୋ | ଟାଗଲଗ୍ | କାମ୍ବୋଡିଆ ଥାଇ ଇଣ୍ଡୋନେସିଆ ସୁନ୍ଦରୀ ଭିଏତନାମ ଯବାନ ଲାଓ ଇବାନ୍ ଆଇୟୁ ମିଏନ୍ କାଚିନ୍ ଲାହୁ Aceh Balinese Bugis Pampanga Sasak Shan Waray Madurese ଦକ୍ଷିଣ ଏସିଆ ହିନ୍ଦୀ ଓଡିଆ ଆୱାଡି | ମିଜୋ | କନ୍ନଡ | ମାଲାୟାଲମ୍ ମରାଠୀ ଗୁଜରାଟୀ ତାମିଲ୍ | ତେଲୁଗୁ ପଞ୍ଜାବୀ | କୁରୁଖ ଆସାମୀୟ | ମ ith ଥୀଲି | ବଙ୍ଗାଳୀ ଉର୍ଦ୍ଦୁ ସିହ୍ନା ଡୋଗ୍ରି ହରିୟାନଭି ମେଟେଇ | କନକାନି ସାନ୍ତାଲି ସିନ୍ଧି କୋୟା ଥାଡୋ ସଂସ୍କୃତ ଦେବନାଗରୀ Adilabad Gondi Ahirani ବାଲୁଚି Bundeli Chhattisgarhi Garhwali Kangri Kumaoni Mewari Munda Sadri Seraiki Shekhawati Sylheti Bagri Bhilali Bodo Braj Tulu ମଧ୍ୟ ଏସିଆ କିର୍ଗିଜ୍ ଉଜବେକିସ୍ତାନ ତାଜିକ୍ | ତୁର୍କମେନ କାଜାଖସ୍ତାନ କରକାଲପକ୍ ମଧ୍ୟ ପୂର୍ବ ତୁର୍କୀ ହିବ୍ରୁ ଆରବୀ | ପାର୍ସୀ | କୁର୍ଦ୍ଦ Mazanderani ପାଶ୍ଟୁ କପଟିକ୍ | ଆଫ୍ରିକା ଆଫ୍ରିକୀୟ ଜୋସା | ଜୁଲୁ Ndebele ସୋଥୋ | ଆମହାରିକ୍ | ୱୋଲାଇଟା | ନାଇଜେରିଆନ୍ ମୋସି ଇକା ଡିଙ୍କା | କାବିଲ୍ | ଇୱେ ସ୍ଵାହିଲି ମୋରୋକୋ ସୋମାଲିଆ ଶୋନା | ମାଡାଗାସ୍କର | ଇଗବୋ | ଲିଙ୍ଗଲା | ବାଉଲେ | ସିସବତୀ | ଟସଙ୍ଗା | ତସ୍ୱାନା | ଗାମ୍ବିଆନ୍ ଓଡ଼ିଆ କାମ୍ବା କିନ୍ନରୱାଣ୍ଡା | ହାଉସା ଚେୱା | ଲୁଓ | ମାକୁଆ | ଡ୍ୟୁଲା | ଫୁଲଫୁଲ୍ କାଲେନଜିନ କିକୁୟୁ କିକୱାଙ୍ଗୋ | କିରୁଣ୍ଡି କ୍ରିଓ ନାଇଜେରିଆନ୍ ପିଜିନ୍ ଓରୋମୋ | ତସିଲୁବା | Tshivenda ଟ୍ୱି ଉମ୍ବୁଣ୍ଡୁ | ଲୁଗବାରା ଲୁଗୁରୁ ପୁଲାର୍ ଗୁସି ମାସାଇ ତୁର୍କାନା ମୋବା ନ୍ୟୁର୍ ଶିଲୁକ୍ ତମାଶେକ୍ ମାକୋଣ୍ଡେ Bemba Fon Hadiyya Ibibio Kimbundu Kimiiru Lango Liberian Kreyol Lomwe Mende Morisyen Ndau Nyankole Sena Sidamo Soga Songe Sukuma Tarifit Teso Tiv Zande Dagbani Edo Kituba ଅଷ୍ଟ୍ରେଲିଆ ମାଳଦ୍ୱୀପ ନିଉଜିଲାଣ୍ଡ୍ ପାପୁଆ ନ୍ୟୁ ଗିନି ପୁରୁଣା ଭାଷା | ଆରାମିକ୍ | ଲାଟିନ୍ ଏସପେରାଣ୍ଟୋ | 1 1 1 ପବିତ୍ର ବାଇବଲ OROV ୨୦୧୪ [2014] ଇଣ୍ଡିୟାନ ରିୱାଇସ୍ଡ୍ IRV ୨୦୧୯ [2019]ପବିତ୍ର ବାଇବଲ BSI ୨୦୧୮ [2018]ଓଡିଆ ବାଇବେଲ IRV ୨୦୧୭ [2017]ପବିତ୍ର ବାଇବଲ OROV ୨୦୧୪ [2014]ପବିତ୍ର ବାଇବଲ ERV ୨୦୦୪ [2004]୧୮୪୦ [1840]1 1 1 ହିତୋପଦେଶ ଆଦିଯାତ୍ରାଲେବୀୟଗଣନାଦ୍ଵିତୀୟ ବିବରଣଯିହୋଶୂୟବିଚାରକର୍ତ୍ତାରତର ବିବରଣପ୍ରଥମ ଶାମୁୟେଲଦ୍ଵିତୀୟ ଶାମୁୟେଲପ୍ରଥମ ରାଜାବଳୀଦ୍ଵିତୀୟ ରାଜାବଳୀପ୍ରଥମ ବଂଶାବଳୀଦ୍ଵିତୀୟ ବଂଶାବଳୀଏଜ୍ରାନିହିମୀୟାଏଷ୍ଟରଆୟୁବଗୀତସଂହିତାହିତୋପଦେଶଉପଦେଶକପରମ ଗୀତଯିଶାଇୟଯିରିମୀୟବିଳାପଯିହିଜିକଲଦାନିୟେଲହୋଶେୟଯୋୟେଲଆମୋଷଓବଦୀୟଯୂନସମୀଖାନାହୂମହବକ୍କୂକସିଫନୀୟହାଗୟଯିଖରୀୟମଲାଖୀ--- --- ---ମାଥିଉମାର୍କଲୂକଯୋହନପ୍ରେରିତରୋମୀୟ୧ କରିନ୍ଥୀୟ୨ କରିନ୍ଥୀୟଗାଲାତୀୟଏଫିସୀୟଫିଲିପ୍ପୀୟକଲସୀୟ୧ ଥେସଲନୀକୀୟ୨ ଥେସଲନୀକୀୟ୧ ତୀମଥି୨ ତୀମଥିତୀତସଫିଲୀମୋନଏବ୍ରୀଯାକୁବ୧ ପିତର୨ ପିତର୧ ଯୋହନ୨ ଯୋହନ୩ ଯୋହନଯିହୂଦାପ୍ରକାଶିତ ବାକ୍ୟ1 1 1 ୨୫ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪୨୫୨୬୨୭୨୮୨୯୩୦୩୧1 1 1 : ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪୨୫୨୬୨୭୨୮1 1 1 ପବିତ୍ର ବାଇବଲ (OROV) 2014 ହିତୋପଦେଶ ୨୫ ସଞ୍ଚୟ ଟିପ୍ପଣୀ ୧ [1]ନିମ୍ନଲିଖିତ ହିତୋପଦେଶସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଷକୀୟର ଲୋକମାନେ ତାହା ଉତ୍ତାରିଥିଲେ ।୨ [2]ବିଷୟ ଗୋପନ କରିବା ପରମେଶ୍ଵରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ ।୩ [3]ଉଚ୍ଚତା ହେତୁ ସ୍ଵର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ ।୪ [4]ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରି ପାଇଁ ଏକ ପାତ୍ର ବାହାର ହେବ ।୫ [5]ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ ।୬ [6]ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ ।୭ [7]କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ ।୮ [8]ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?୯ [9]ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି ପରର ଗୋପନୀୟ କଥା ପ୍ରକାଶ କର ନାହିଁ ।୧୦ [10]ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ ।୧୧ [11]ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ ।୧୨ [12]ସୁବର୍ଣ୍ଣ କର୍ଣ୍ଣକୁଣ୍ତଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି ।୧୩ [13]ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ଵସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ଵାସ ଦିଏ ।୧୪ [14]ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି ।୧୫ [15]ଦୀର୍ଘସହିଷ୍ଣୁତା ଦ୍ଵାରା ଶାସନକର୍ତ୍ତା ମଣାଯାଏ, ପୁଣି କୋମଳ ଜିହ୍ଵା ଅସ୍ଥି ଭଗ୍ନ କରେ ।୧୬ [16]ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ ।୧୭ [17]ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ଵଚିତ୍ ପଡ଼ୁ । ନୋହିଲେ ତୁମ୍ଭ ବିଷୟରେ କ୍ଳା; ହୋଇ ସେ ତୁମ୍ଭକୁ ଘୃଣା କରିବ ।୧୮ [18]ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟାସାକ୍ଷ୍ୟଦିଏ, ସେ ଗଦା ଓ ଖଡ଼୍ଗ ଓ ତୀକ୍ଷ୍ଣ ତୀର ସ୍ଵରୂପ;୧୯ [19]ଦୁର୍ଦ୍ଦଶା ସମୟରେ ବିଶ୍ଵାସଘାତକ ଲୋକଠାରେ ବିଶ୍ଵାସ, ଭଗ୍ନ ଦ; ଓ ଖଞ୍ଜଖସା ଚରଣ ତୁଲ୍ୟ ।୨୦ [20]ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ସୋରା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି ।୨୧ [21]ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;୨୨ [22]ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ଵଳ; ଅଙ୍ଗାର ରାଶି କରି ଥୋଇବ, ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ ।୨୩ [23]ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ଵା କ୍ରୋଧଦୃଷ୍ଟିର ଉତ୍ପାଦକ ।୨୪ [24]କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ ।୨୫ [25]ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ ।୨୬ [26]ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ ।୨୭ [27]ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ ।୨୮ [28]ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ ।Odia Bible (OROV) 2014 ODIA-OV (Re-edited) - ପବିତ୍ର ବାଇବଲ (Re-edited) Copyright © 2014 by The Bible Society of India Used by permission. worldwide ପବିତ୍ର ବାଇବଲ (OROV) 2014 ହିତୋପଦେଶ ୨୫ 00:00:00 00:00:00 0.5x 2.0x https://beblia.bible:81/BibleAudio/odiaorov/proverbs/025.mp3 31 25