× ଭାଷା ୟୁରୋପ | ଷିୟ | ବେଲାରୁଷିଆନ୍ ୟୁକ୍ରେନ୍ ପୋଲାଣ୍ଡ | ସର୍ବିଆ | ବୁଲଗେରିଆ | ସ୍ଲୋଭାକିଆନ୍ ଚେକ ରୋମାନିଆନ୍ ମଲଡୋଭିଆନ୍ | ଆଜେରବାଇଜାନ ଆର୍ମେନିଆ ଜର୍ଜିଆନ୍ ଆଲବାନ୍ ଆଭାର୍ | ବାସ୍କିର ଟାଟାର | ଚେଚେନ ସ୍ଲୋଭେନିଆନ୍ କ୍ରୋଏସିଆ ଇଷ୍ଟୋନିଆନ୍ | ଲାଟଭିଆନ୍ ଲିଥୁଆନିଆ ହଙ୍ଗେରୀ ଫିନଲ୍ୟାଣ୍ଡ ନରୱେଜ୍ ସ୍ୱେଡିସ୍ ଆଇସଲ୍ୟାଣ୍ଡ୍ ଗ୍ରୀକ୍ ମାକେଡୋନିଆନ୍ | ଜର୍ମାନ୍ ବାଭରିଆନ୍ | ଡଚ୍ ଡାନିଶ୍ ୱେଲ୍ସ | ଗେଲିକ୍ | ଇଂରେଜ୍ ଫରାସୀ ବାସ୍କେ | କାଟାଲାନ୍ ଇଟାଲୀୟ | ଗାଲାସିଆନ୍ | ରୋମାନି | Bosnian Kabardian ଉତ୍ତର ଆମେରିକା ଇଂରାଜୀ | ଦକ୍ଷିଣ ଆମେରିକା ସ୍ପାନିସ୍ ପର୍ତ୍ତୁଗୀଜ୍ ଗୁଆରାନି | କେଚୁଆନ୍ ଆୟମାରା କେନ୍ଦ୍ରୀୟ ଆମେରିକା | ଜାମାଇକାନ୍ ନାହୁତ୍ | କିଚେ Qeqchi ହାତିଆ ପୂର୍ବ ଏସିଆ ଚାଇନିଜ୍ ଜାପାନିଜ୍ କୋରିଆନ୍ ମଙ୍ଗୋଲିଆ ଉଇଗୁର୍ ହମଙ୍ଗ Tibetian ଦକ୍ଷିଣ ପୂର୍ବ ଏସିଆ ମାଲେସିଆ ବର୍ମା ଥୋଡି ନେପାଳୀ ସେବୁଆନୋ | ଟାଗଲଗ୍ | କାମ୍ବୋଡିଆ ଥାଇ ଇଣ୍ଡୋନେସିଆ ସୁନ୍ଦରୀ ଭିଏତନାମ ଯବାନ ଲାଓ ଇବାନ୍ ଆଇୟୁ ମିଏନ୍ କାଚିନ୍ ଲାହୁ Aceh Balinese Bugis Pampanga Sasak Shan Waray ଦକ୍ଷିଣ ଏସିଆ ହିନ୍ଦୀ ଓଡିଆ ଆୱାଡି | ମିଜୋ | କନ୍ନଡ | ମାଲାୟାଲମ୍ ମରାଠୀ ଗୁଜରାଟୀ ତାମିଲ୍ | ତେଲୁଗୁ ପଞ୍ଜାବୀ | କୁରୁଖ ଆସାମୀୟ | ମ ith ଥୀଲି | ବଙ୍ଗାଳୀ ଉର୍ଦ୍ଦୁ ସିହ୍ନା ଡୋଗ୍ରି ହରିୟାନଭି ମେଟେଇ | କନକାନି ସାନ୍ତାଲି ସିନ୍ଧି କୋୟା ଥାଡୋ ସଂସ୍କୃତ ଦେବନାଗରୀ Adilabad Gondi Ahirani ବାଲୁଚି Bundeli Chhattisgarhi Garhwali Kangri Kumaoni Mewari Munda Sadri Seraiki Shekhawati Sylheti Bagri Bhilali Bodo Braj Tulu ମଧ୍ୟ ଏସିଆ କିର୍ଗିଜ୍ ଉଜବେକିସ୍ତାନ ତାଜିକ୍ | ତୁର୍କମେନ କାଜାଖସ୍ତାନ କରକାଲପକ୍ ମଧ୍ୟ ପୂର୍ବ ତୁର୍କୀ ହିବ୍ରୁ ଆରବୀ | ପାର୍ସୀ | କୁର୍ଦ୍ଦ Mazanderani ପାଶ୍ଟୁ କପଟିକ୍ | ଆଫ୍ରିକା ଆଫ୍ରିକୀୟ ଜୋସା | ଜୁଲୁ Ndebele ସୋଥୋ | ଆମହାରିକ୍ | ୱୋଲାଇଟା | ନାଇଜେରିଆନ୍ ମୋସି ଇକା ଡିଙ୍କା | କାବିଲ୍ | ଇୱେ ସ୍ଵାହିଲି ମୋରୋକୋ ସୋମାଲିଆ ଶୋନା | ମାଡାଗାସ୍କର | ଇଗବୋ | ଲିଙ୍ଗଲା | ବାଉଲେ | ସିସବତୀ | ଟସଙ୍ଗା | ତସ୍ୱାନା | ଗାମ୍ବିଆନ୍ ଓଡ଼ିଆ କାମ୍ବା କିନ୍ନରୱାଣ୍ଡା | ହାଉସା ଚେୱା | ଲୁଓ | ମାକୁଆ | ଡ୍ୟୁଲା | ଫୁଲଫୁଲ୍ କାଲେନଜିନ କିକୁୟୁ କିକୱାଙ୍ଗୋ | କିରୁଣ୍ଡି କ୍ରିଓ ନାଇଜେରିଆନ୍ ପିଜିନ୍ ଓରୋମୋ | ତସିଲୁବା | Tshivenda ଟ୍ୱି ଉମ୍ବୁଣ୍ଡୁ | ଲୁଗବାରା ଲୁଗୁରୁ ପୁଲାର୍ ଗୁସି ମାସାଇ ତୁର୍କାନା ମୋବା ନ୍ୟୁର୍ ଶିଲୁକ୍ ତମାଶେକ୍ ମାକୋଣ୍ଡେ Bemba Fon Hadiyya Ibibio Kimbundu Kimiiru Lango Liberian Kreyol Lomwe Mende Morisyen Ndau Nyankole Sena Sidamo Soga Songe Sukuma Tarifit Teso Tiv Zande Dagbani Edo Kituba ଅଷ୍ଟ୍ରେଲିଆ ମାଳଦ୍ୱୀପ ନିଉଜିଲାଣ୍ଡ୍ ପାପୁଆ ନ୍ୟୁ ଗିନି ପୁରୁଣା ଭାଷା | ଆରାମିକ୍ | ଲାଟିନ୍ ଏସପେରାଣ୍ଟୋ | 1 1 1 ପବିତ୍ର ବାଇବଲ OROV ୨୦୧୪ [2014] ଇଣ୍ଡିୟାନ ରିୱାଇସ୍ଡ୍ IRV ୨୦୧୯ [2019]ପବିତ୍ର ବାଇବଲ BSI ୨୦୧୮ [2018]ଓଡିଆ ବାଇବେଲ IRV ୨୦୧୭ [2017]ପବିତ୍ର ବାଇବଲ OROV ୨୦୧୪ [2014]ପବିତ୍ର ବାଇବଲ ERV ୨୦୦୪ [2004]୧୮୪୦ [1840]1 1 1 ଯିଶାଇୟ ଆଦିଯାତ୍ରାଲେବୀୟଗଣନାଦ୍ଵିତୀୟ ବିବରଣଯିହୋଶୂୟବିଚାରକର୍ତ୍ତାରତର ବିବରଣପ୍ରଥମ ଶାମୁୟେଲଦ୍ଵିତୀୟ ଶାମୁୟେଲପ୍ରଥମ ରାଜାବଳୀଦ୍ଵିତୀୟ ରାଜାବଳୀପ୍ରଥମ ବଂଶାବଳୀଦ୍ଵିତୀୟ ବଂଶାବଳୀଏଜ୍ରାନିହିମୀୟାଏଷ୍ଟରଆୟୁବଗୀତସଂହିତାହିତୋପଦେଶଉପଦେଶକପରମ ଗୀତଯିଶାଇୟଯିରିମୀୟବିଳାପଯିହିଜିକଲଦାନିୟେଲହୋଶେୟଯୋୟେଲଆମୋଷଓବଦୀୟଯୂନସମୀଖାନାହୂମହବକ୍କୂକସିଫନୀୟହାଗୟଯିଖରୀୟମଲାଖୀ--- --- ---ମାଥିଉମାର୍କଲୂକଯୋହନପ୍ରେରିତରୋମୀୟ୧ କରିନ୍ଥୀୟ୨ କରିନ୍ଥୀୟଗାଲାତୀୟଏଫିସୀୟଫିଲିପ୍ପୀୟକଲସୀୟ୧ ଥେସଲନୀକୀୟ୨ ଥେସଲନୀକୀୟ୧ ତୀମଥି୨ ତୀମଥିତୀତସଫିଲୀମୋନଏବ୍ରୀଯାକୁବ୧ ପିତର୨ ପିତର୧ ଯୋହନ୨ ଯୋହନ୩ ଯୋହନଯିହୂଦାପ୍ରକାଶିତ ବାକ୍ୟ1 1 1 ୯ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪୨୫୨୬୨୭୨୮୨୯୩୦୩୧୩୨୩୩୩୪୩୫୩୬୩୭୩୮୩୯୪୦୪୧୪୨୪୩୪୪୪୫୪୬୪୭୪୮୪୯୫୦୫୧୫୨୫୩୫୪୫୫୫୬୫୭୫୮୫୯୬୦୬୧୬୨୬୩୬୪୬୫୬୬1 1 1 : ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧1 1 1 ପବିତ୍ର ବାଇବଲ (OROV) 2014 ଯିଶାଇୟ ୯ ସଞ୍ଚୟ ଟିପ୍ପଣୀ ୧ [1]ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ତିମିରାବୃତ ହୋଇ ରହିବ ନାହିଁ । ପୂର୍ବ କାଳରେ ସେ ସବୂଲୂନ୍ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ ।୨ [2]ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି ।୩ [3]ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,୪ [4]କାରଣ ମିଦୀୟନର ଦିନରେ ଯେପରି, ସେପରି ତୁମ୍ଭେ ତାହାର ଭାର ସ୍ଵରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି, ତାହାର ଉପଦ୍ରବକାରୀର ଦଣ୍ତ ଭାଙ୍ଗି ପକାଇଅଛ ।୫ [5]ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ଵଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ଵରୂପ ହେବ ।୬ [6]କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ଵଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରା; ପରମେଶ୍ଵର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ ।୭ [7]ତାହାଙ୍କ କର୍ତ୍ତୃତ୍ଵବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନ; କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ । ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ ।୮ [8]ଯାକୁବ ମଧ୍ୟକୁ ପ୍ରଭୁ ଏକ ବାକ୍ୟ ପ୍ରେରଣ କଲେ ଓ ତାହା ଇସ୍ରାଏଲ ଉପରେ ପଡ଼ିଅଛି,୯ [9]ପୁଣି ସମସ୍ତ ଲୋକ, ଇଫ୍ରୟିମ ଓ ଶମରୀୟାର ନିବାସୀମାନେ ହିଁ ତାହା ଜାଣିବେ; ସେମାନେ ଅହଙ୍କାରରେ ଓ ଦର୍ପଚିତ୍ତରେ କହନ୍ତି,୧୦ [10]ଇଟାସବୁ ପଡ଼ି ଯାଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ କଟା ପ୍ରସ୍ତରରେ ନିର୍ମାଣ କରିବା; ଡିମିରି ବୃକ୍ଷସବୁ ହଣା ହୋଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ ତହିଁ ପରିବର୍ତ୍ତରେ ଏରସ ବୃକ୍ଷ ବଢ଼ାଇବା ।୧୧ [11]ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;୧୨ [12]ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ।୧୩ [13]ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି ।୧୪ [14]ଏହେତୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଙ୍ଗୁଳ, ତାଳବାହୁଙ୍ଗା ଓ ଜଳଜ ତୃଣ ଏକାଦିନରେ କାଟି ପକାଇବେ ।୧୫ [15]ପ୍ରାଚୀନ ଓ ସମ୍ଭ୍ରାନ୍ତ ଲୋକ ସେହି ମସ୍ତକ, ପୁଣି ମିଥ୍ୟା ଶିକ୍ଷାଦାୟୀ ଭବିଷ୍ୟଦ୍ବକ୍ତା ଲାଙ୍ଗୂଳ,୧୬ [16]କାରଣ ଏହି ଲୋକମାନଙ୍କର ପଥପ୍ରଦର୍ଶକମାନେ ସେମାନଙ୍କୁ ଭ୍ରାନ୍ତ କରାନ୍ତି, ପୁଣି ଯେଉଁମାନେ ସେମାନଙ୍କ ଦ୍ଵାରା ପଥ କଢ଼ାଯାʼନ୍ତି, ସେମାନେ ବିନଷ୍ଟ ହୁଅନ୍ତି ।୧୭ [17]ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହି, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମୂଢ଼ତାଭାଷୀ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।୧୮ [18]ଯେହେତୁ ଦୁଷ୍ଟତା ଅଗ୍ନି ପରି ଜ୍ଵଳେ; ତାହା କାନକୋଳି ଓ କଣ୍ଟକ ବୃକ୍ଷ ଗ୍ରାସ କରେ; ଆହୁରି, ତାହା ବନର ନିବିଡ଼ ସ୍ଥାନରେ ଜ୍ଵଳି ଘନ ମେଘ ତୁଲ୍ୟ ଧୂମ ହୋଇ ଉପରକୁ ଉଠେ ।୧୯ [19]ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଦେଶ ଦଗ୍ଧ ହୋଇଅଛି; ମଧ୍ୟ ଲୋକମାନେ ଅଗ୍ନି ପାଇଁ କାଷ୍ଠ ତୁଲ୍ୟ ଅଟନ୍ତି; କେହି ଆପଣା ଭ୍ରାତାକୁ ଦୟା କରେ ନାହିଁ ।୨୦ [20]ତହିଁରେ ଲୋକେ ଦକ୍ଷିଣ ହସ୍ତରେ ଛଡ଼ାଇବେ, ପୁଣି କ୍ଷୁଧିତ ହେବେ; ପୁଣି, ବାମ ହସ୍ତରେ ଭୋଜନ କରିବେ ଓ ତୃପ୍ତ ନୋହିବେନ୍ତ ସେମାନେ ପ୍ରତ୍ୟେକେ ଆପଣା ଆପଣା ବାହୁର ମାଂସ ଭୋଜନ କରିବେ;୨୧ [21]ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର, ପୁଣି ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ।Odia Bible (OROV) 2014 ODIA-OV (Re-edited) - ପବିତ୍ର ବାଇବଲ (Re-edited) Copyright © 2014 by The Bible Society of India Used by permission. worldwide ପବିତ୍ର ବାଇବଲ (OROV) 2014 ଯିଶାଇୟ ୯ 00:00:00 00:00:00 0.5x 2.0x https://beblia.bible:81/BibleAudio/odiaorov/isaiah/009.mp3 66 9