ଗୋଟିଏ ବର୍ଷରେ ବାଇବଲ | ଫେବୃଆରୀ ୧୮ଲେବୀୟ ୭:୧-୩୮୧. "ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର।"୨. "ଯେଉଁ ସ୍ଥାନ ରେ ଯାଜକ ହାମବେଳି ବଧ କରନ୍ତି, ସହେି ସ୍ଥାନ ରେ ସମାନେେ ଦୋଷାର୍ଥକ ବଳି ବଧ କରିବେ। ତା'ପରେ ଯାଜକ ସହେି ବଳିର ରକ୍ତ ନଇେ ୟଜ୍ଞବଦେୀ ଚାରିପାଖ ରେ ଛିଞ୍ଚିବ।"୩. "ଆଉ ସେ ଯାଜକ ତାହାର ସମସ୍ତ ମଦେ ଅର୍ଥାତ୍ ଲାଙ୍ଗୁଳର ମଦେ ଓ ଅନ୍ତାଚ୍ଛାଦକ ମଦେ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ।"୪. "ଆଉ ସେ ଯାଜକ ଦୁଇ ଗୁରୁଦା ଓ ମଦେ ଉପରିସ୍ଥିତ ଓ ପାଶର୍ବସ୍ଥ ମଦରେ ପଛ ମାଂସପେଶୀର ନିମ୍ନଭାଗ ଓ ମଦରେ ଆଚ୍ଛାଦିତ ୟକୃତ ନଇେ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚଯ ବାହର କରିବ।"୫. "ପୁଣି ଯାଜକ ସଦାପ୍ରଭୁଙ୍କୁ ଉପହାର ସ୍ବରୂପ ଏହିସବୁ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଏହା ହେଉଛି ଦୋଷାର୍ଥକ ବଳି।"୬. "ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।"୭. "ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ଯ ସହେିପରି। ଯେଉଁ ଯାଜକ ସହେି ପ୍ରାଯଶ୍ଚିତ କରେ, ତାହା ତାଙ୍କର ହବେ। ଦୁଇଟିର ବ୍ଯବସ୍ଥା ଏକ।"୮. "ପୁଣି ଯାଜକ ଯେଉଁ ଲୋକର ହାମବେଳି ଉତ୍ସର୍ଗ କରେ, ତା'ର ସହେି ଉତ୍ସର୍ଗୀକୃତ ହାମବେଳିର ଚର୍ମ ସହେି ଯାଜକ ନିଜେ ନବେ।"୯. "ପ୍ରେତ୍ୟକକ ଶସ୍ଯ ନବୈେଦ୍ଯ ଯାହା ତୁନ୍ଦୁର ରେ ବା କରଇେ ରେ ପକ୍ବ କରାୟାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହବେ।"୧୦. "ସମସ୍ତ ଶସ୍ଯ ନବୈେଦ୍ଯ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳ ମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥି ରେ କିଛି ପ୍ରଭଦେ ରହିବ ନାହିଁ। ସହେି ନବୈେଦ୍ଯ ହାରୋଣଙ୍କ ପୁତ୍ରଗଣଙ୍କ ମଧିଅରେ ବଣ୍ଟାୟିବ।"୧୧. "ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।"୧୨. "କହେି ଯବେେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତବେେ ସେ ତଲେ ରେ ଛଣା ହାଇେଥିବା ମଙ୍ଗଳାର୍ଥକ ବଳି ସହିତ ତାଡିଶୂନ୍ଯ ରୋଟୀ, ତୈଳୟୁକ୍ତ ଚାଡିଶୂନ୍ଯ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ବପିଠା ଉତ୍ସର୍ଗ କରିବ।"୧୩. "ମଙ୍ଗଳାର୍ଥକ ବଳିର ଅର୍ଥ ଜଣେ ବ୍ଯକ୍ତି ସଦାପ୍ରଭୁଙ୍କୁ ଧନ୍ଯବାଦ ପ୍ରକାଶ କରିବା ଓ ପ୍ରଶଂସାର ସହିତ ଅର୍ପଣ କରୁଥିବା ବଳି। ଏହି ଉପହାର ସହିତ ସେ ତାଡିୟୁକ୍ତ ପିଠା ମଧ୍ଯ ଆଣିବା ଉଚିତ୍।"୧୪. "ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନବେ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହବେ।"୧୫. "ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।"୧୬. "ମାତ୍ର ଯଦି ସହେି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ବେଚ୍ଛାଦତ୍ତ ଉପହାର ହୁଏ। ତବେେ ସେ ତାହାର ସହେି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳ ରେ ଭୋଜନ କରିବ।"୧୭. "ମାତ୍ର ଯବେେ କୌଣସି ବଳି ମାଂସ ପୁଣି ରହିୟାଏ, ତବେେ ତାହା ତୃତୀୟ ଦିନ ରେ ଅଗ୍ନି ରେ ଦଗ୍ଧ କରିବ।"୧୮. "ଯଦି ତୃତୀୟ ଦିନ ରେ ସହେି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାୟାଏ, ତବେେ ତାହା ଗ୍ରାହ୍ଯ ହବେ ନାହିଁକିମ୍ବା ତାହା ବଳିଦାନକାରୀ ପକ୍ଷ ରେ ଗଣାୟିବ ନାହିଁ। ତାହା ଘୃଣା ଯୋଗ୍ଯ ହବେ, ଆଉ ଯେଉଁ ବ୍ଯକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।"୧୯. "ଆଉ ଯଦି ତାହା କୌଣସି ଅଶୁଚି ବସ୍ତୁ ସଂସ୍ପର୍ଶ ରେ ଆସିଥାଏ, ତବେେ ତାହା ଭୋଜନ କରାୟିବା ଉଚିତ୍ ନୁହେଁ। ତାହା ଅଗ୍ନି ରେ ଦଗ୍ଧ କରାୟିବା ଉଚିତ୍। ଯେକୌଣସି ଶୁଚିମନ୍ତ ଲୋକ ସହେି ମଙ୍ଗଳାର୍ଥକ ବଳିରୁ ମାଂସ ଭୋଜନ କରିପାରିବ।"୨୦. "ମାତ୍ର ଯଦି କୌଣସି ଅଶୁଚି ବ୍ଯକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତବେେ ସେ ନିଜେ ଲୋକମାନଙ୍କଠାରୁ ଅଲଗା ରହିବ।"୨୧. "ଯଦି କୌଣସି ବ୍ଯକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣା ଯୋଗ୍ଯ ଅଶୁଚି ବସ୍ତୁ ସ୍ପର୍ଶ କରେ ତବେେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀଯ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତବେେ ସହେି ବ୍ଯକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବ।"୨୨. "ଆଉ ସଦାପ୍ରଭୁ ମାଶାଙ୍କେୁ କହିଲେ,"୨୩. "ଇଶ୍ରାୟେଲର ଲୋକମାନଙ୍କୁ କୁହ, ଗାଇ କି ମଷେ କି ଛାଗର ମଦେ ଭୋଜନ ନ କରିବା ପାଇଁ।"୨୪. "ସମାନଙ୍କେୁ ମଧ୍ଯ କୁହ ଯେ, ସମାନେେ ଗୋଟିଏ ପଶୁର ସ୍ବାଭାବିକ ମୃତ୍ଯୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ବାରା ବିଦୀର୍ଣ୍ଣ ହାଇେ ମୃତ୍ଯୁ ହାଇେଥିଲା ଖାଇବା ଉଚିତ୍ ନୁହଁ। ସହେି ମଦେ ଅନ୍ୟ କୌଣସି କାର୍ୟ୍ଯ ରେ ବ୍ଯବହାର କରାୟାଇପା ରେ, ମାତ୍ର ସମାନେେ ତାହା ଭୋଜନ କରିବା ଉଚିତ୍ ନୁହେଁ।"୨୫. "ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ପଶୁର ମଦେ ଭକ୍ଷଣ କରେ। ତବେେ ସହେି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍।"୨୬. "ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।"୨୭. "ଯଦି କୌଣସି ବ୍ଯକ୍ତି ସେ ରକ୍ତ ଭୋଜନ କରେ ତବେେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।"୨୮. "ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,"୨୯. "ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ସମାଗମ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନବୈେଦ୍ଯ ଆଣିବ।"୩୦. "ତା'ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦୋଳନୀଯ ନବୈେଦ୍ଯ ଆଣିବ। ସେ ବକ୍ଷ ଏବଂ ମଦେ ଆଣି ଯାଜକକୁ ଦବୋ ଉଚିତ୍। ସହେି ବକ୍ଷ ତା'ର ଆଗ ରେ ଉଠାୟାଇ ସଦାପ୍ରଭୁଙ୍କୁ ଉପହାର ଦିଆୟିବ।"୩୧. "ତା'ପରେ ଯାଜକ ୟଜ୍ଞବଦେୀ ଉପରେ ସହେି ମଦକେୁ ଦଗ୍ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା'ର ପୁତ୍ରମାନଙ୍କର ହବେ।"୩୨. "ତୁମ୍ଭମାନେେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦବେ।"୩୩. "ହାରୋଣଙ୍କ ପୁତ୍ରମାନଙ୍କ ମଧ୍ଯରୁ ୟିଏ କହେି ମଦେ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ।"୩୪. "ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।"୩୫. "ସମାନେେ ସଦାପ୍ରଭୁଙ୍କର ଯାଜକରୂପେ ସବୋ କରିବାକୁ ଉପସ୍ଥିତ ହେଲାପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା।"୩୬. "ସମାନେେ ଅଭିଷିକ୍ତ ହେଲାପରେ ସଦାପ୍ରଭୁ ଏହା ସମାନଙ୍କେୁ ଦବୋପାଇଁ ଇଶ୍ରାୟେଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମ ରେ ତାହା ସମାନଙ୍କେର ଅଂଶ ହବେ।"୩୭. "ହାମବେଳି, ଶସ୍ଯ ନବୈେଦ୍ଯ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦ ନି ଯୋଗର୍ଥକ ବିଷଯ ରେ ଏହିସବୁ ବ୍ଯବସ୍ଥା ଅଛି।"୩୮. "ସଦାପ୍ରଭୁ ଯେଉଁ ଦିନ ସୀନଯ ପର୍ବତ ରେ ମାଶାଙ୍କେୁ ଆଦେଶ ଦେଲେ ସହେିଦିନ ଇଶ୍ରାୟେଲ ସନ୍ତାନଗଣଙ୍କୁ ସୀନଯ ପ୍ରାନ୍ତରସ୍ଥିତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ଆପଣା ଉପହାର ଦବୋକୁ ଆଜ୍ଞା କଲେ।"ଲେବୀୟ ୮:୧-୩୬୧. "ସଦାପ୍ରଭୁ ମାଶାଙ୍କେୁ କହିଲେ,"୨. "ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।"୩. "ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।"୪. "ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସବୁ କଲେ, ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରୀତ ହେଲେ।"୫. "ପୁଣି ମାଶାେ ମଣ୍ଡଳୀକୁ କହିଲେ, ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦଇେଛନ୍ତି, ସଗେୁଡିକ ହେଉଛି ଏହି।"୬. "ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।"୭. "ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।"୮. "ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।"୯. "ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।"୧୦. "ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳ ନଇେ ପବିତ୍ର ତମ୍ବୁ ଓ ତହିଁ ମଧିଅରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।"୧୧. "ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।"୧୨. "ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।"୧୩. "ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।"୧୪. "ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।"୧୫. "ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।"୧୬. "ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।"୧୭. "ମାନ୍ତ ସେ ଚର୍ମ, ମାଂସ ଓ ଗୋମଯ ନଇେ ଛାଉଣୀର ବାହା ରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।"୧୮. "ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।"୧୯. "ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।"୨୦. "ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।"୨୧. "ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।"୨୨. "ଅନନ୍ତର ସେ ଅନ୍ୟ ମଷେ ଅର୍ଥାତ୍ ପଦ ନି ଯୋଗାର୍ଥକ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକ ଉପରେ ହସ୍ତ ରଖିଲେ।"୨୩. "ତା'ପରେ ମାଶାେ ମଷେକୁ ବଧ କଲେ ଓ ତାହାର କିଛି ରକ୍ତ ନଇେ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ବର ରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।"୨୪. "ଏହାପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମାଶାେ ସହେି ରକ୍ତରୁ କିଛି ନଇେ ସମାନଙ୍କେ ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ ଓ ସମାନଙ୍କେ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସମାନଙ୍କେ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମାଶାେ ୟଜ୍ଞବଦେୀର ଉପରେ ଚାରିଆଡେ ରକ୍ତ ସିଞ୍ଚନ କଲେ।"୨୫. "ପୁଣି ସେ ମଦେ ଓ ମଦମେଯ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମଦେ, ୟକୃତର ଉପରିସ୍ଥିତ ଚଟୁଆ ନେଲେ।"୨୬. "ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।"୨୭. "ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତ ରେ ସହେିସବୁ ଦଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ।"୨୮. "ଏହାପରେ ମାଶାେ ସମାନଙ୍କେ ହସ୍ତରୁ ସେସବୁ ନଇେ ୟଜ୍ଞବଦେୀସ୍ଥିତ ହାମବେଳି ଉପରେ ଦଗ୍ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିୟୁକ୍ତି ଉପଲକ୍ଷେ ଏହା ଏକ ନବୈେଦ୍ଯ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନବୈେଦ୍ଯ।"୨୯. "ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।"୩୦. "ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।"୩୧. "ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।"୩୨. "ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନି ରେ ଦଗ୍ଧ କରିବ।"୩୩. "ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।"୩୪. "ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ସେସବୁ ଆଜ୍ଞା ଦଇେଛନ୍ତି।"୩୫. "ତୁମ୍ଭମାନେେ ସାତଦିନ ଧରି ଦିବାରାତ୍ର ସମାଗମ ତମ୍ବୁ ଦ୍ବାର ରେ ରହିବ। ତାହା ହେଲେ ତୁମ୍ଭମାନେେ ସଦାପ୍ରଭୁଙ୍କ ଦ୍ବାରା ରକ୍ଷା ପାଇବ। ଏହା ପାଳନ ନକଲେ ତୁମ୍ଭମାନେେ ମୃତ୍ଯୁବରଣ କରିବ କାରଣ ସଦାପ୍ରଭୁ ମାେତେ ଏହି ଆଜ୍ଞା ଦଇେଛନ୍ତି।"୩୬. "ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।"ଗୀତସଂହିତା ୨୪:୭-୧୦୭. "ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।"୮. "କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି।"୯. "ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ।"୧୦. "କିଏ ସହେି ଗୌରବମଯ ରାଜା ? ସୈନ୍ଯାଧିପତି ସଦାପ୍ରଭୁ ସହେି ଗୌରବମଯ ରାଜା ଅଟନ୍ତି।"ହିତୋପଦେଶ ୯:୧୦-୧୨୧୦. "ସଦାପ୍ରଭୁ ବିଷଯକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ବରୂପଙ୍କ ବିଷଯକ ଜ୍ଞାନର ସୁବିବଚେନା ଅଟେ।"୧୧. "କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ।"୧୨. "ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।"ମାର୍କ ୧:୧-୨୨୧. "ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।"୨. "ଭବିଷ୍ଯଦ୍ବକ୍ତା ଯୀଶାଇୟଙ୍କ ପୁସ୍ତକରେ ଲଖାେଅଛି:"୩. "ମରୁଭୂମିରେ ଜଣେ ପାଟିକରି କହୁଛି; 'ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।'ଯୀଶାଇୟ ୪୦:୩"୪. "ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସମାନଙ୍କେୁ କହିଲେ, ତୁମ୍ଭମାନେେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଚାହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା'ପରେ ସମାନଙ୍କେର ପାପଗୁଡିକୁ କ୍ଷମା କରାୟିବ।"୫. "ୟିହୂଦା ଓ ୟିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ବୀକାର କରି ୟର୍ଦ୍ଦନ ନଦୀ ରେ ସମାନେେ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଲେ।"୬. "ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।"୭. "ଯୋହନ ଲୋକମାନଙ୍କ ଆଗ ରେ ଘାଷେଣା କରୁଥଲେ: ମାେ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡି ବସି ତାହାଙ୍କର ୟୋତା ଖାଲିବୋ ପାଇଁ ମଧ୍ଯ ଯୋଗ୍ଯ ନୁହେଁ।"୮. "ମୁଁ ତୁମ୍ଭମାନଙ୍କୁ ଜଳ ଦ୍ବାରା ବାପ୍ତସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିସ୍ମ କରିବେ।"୯. "ସହେି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଗୋଟିଏ ସହର ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ୟର୍ଦ୍ଦନ ନଦୀ ରେ ବାପ୍ତିସ୍ମ ଦେଲେ।"୧୦. "ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ବର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।"୧୧. "ଆକାଶରୁ ବାଣୀ ହେଲା: ହେ ମାହେର ପୁତ୍ର, ମୁଁ ତୁମ୍ଭକୁ ପ୍ ରମେ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସି।"୧୨. "ତା'ପରେ, ସଂଗେ ସଂଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇ ଦେଲେ।"୧୩. "ଯୀଶୁ ସଠାେରେ ଚାଳିଶ ଦିନ ପର୍ୟ୍ଯନ୍ତ ଉପବାସ ପାର୍ଥନା ସହିତ ରହିଲେ। ସଠାେରେ ସେ ଶୟତାନ ଦ୍ବାରା ପରୀକ୍ଷିତ ହେଲେ। ତା'ପରେ ସ୍ବର୍ଗଦୂତମାନେ ଆସି ଯୀଶୁଙ୍କର ସବୋ କଲେ।"୧୪. "ଏହା ପରେ ଯୋହନଙ୍କୁ କାରାଗାର ରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।"୧୫. "ଯୀଶୁ କହିଲେ, ବର୍ତ୍ତମାନ ଉପୟୁକ୍ତ ସମୟ ଆସିଯାଇଛି। ପରମେଶ୍ବରଙ୍କ ରାଜ୍ଯ ପାଖ ହାଇେ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଚାର ରେ ବିଶ୍ବାସ କର।"୧୬. "ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।"୧୭. "ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଆସ ଓ ମାେତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭମାନେେ ମାଛ ବଦଳ ରେ ମନୁଷ୍ଯଙ୍କୁ ଏକାଠି କରିବ।"୧୮. "ତେଣୁ ଶିମାନେ ଓ ଆନ୍ଦ୍ରିୟ ସମାନଙ୍କେର ଜାଲ ଛାଡି, ଯୀଶୁଙ୍କୁ ଅନୁସରଣ କଲେ।"୧୯. "ଯୀଶୁ ଗାଲିଲୀ ହ୍ରଦ କୂଳ ରେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜବଦେୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନେ ୗକା ରେ ବସି ମାଛ ଧରିବା ପାଇଁ ଜାଲ ସଜାଡୁଥିଲେ।"୨୦. "ସହେି ଦୁଇ ଭାଇଙ୍କ ସହ, ଡଙ୍ଗା ରେ ସମାନଙ୍କେ ବାପା ଜବଦେୀ ଓ ଅନ୍ୟ ସାହାୟ୍ଯକାରୀ ଶ୍ରମିକମାନେ ଥିଲେ। ସହେି ଦୁଇ ଭାଇଙ୍କୁ ଦେଖିବା ମାତ୍ ରେ ଯୀଶୁ ସମାନଙ୍କେୁ ଆସିବାକୁ ଅନୁ ରୋଧ କଲେ। ସମାନେେ ସମାନଙ୍କେର ବାପା ଓ ଶ୍ରମିକମାନଙ୍କୁ ଛାଡି, ଯୀଶୁଙ୍କୁ ଅନୁସରଣ କଲେ।"୨୧. "ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।"୨୨. "ଯୀଶୁଙ୍କ ଶିକ୍ଷା ଶୁଣି ସଠାେକାର ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ଯୀଶୁ ସମାନଙ୍କେୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦଇେ ଜଣେ ଅଧିକାର ପାଇଥିବା ବ୍ଯକ୍ତିଙ୍କ ଭଳି ଶିକ୍ଷା ଦେଲେ।" Odia Bible 1840 Public Domain: Odia 1840