ବାଇବଲ ସଂସ୍କରଣ ତୁଳନା କରନ୍ତୁ |
- |
|---|
| ୧ |
| ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ। |
| ୨ |
| ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।” |
| ୩ |
| ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି। |
| Odia Bible IRV 2019
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app. |
| ୧ |
| ଯୀଶୁ ଡଙ୍ଗାରେ ବସି ହ୍ରଦ ଆରପାରରେ ଥିବା ନିଜ ସହରକୁ ଫେରିଗଲେ। |
| ୨ |
| ସେଠାରେ ଜରେଣ ପକ୍ଷାଘାତ ରୋଗୀକୁ ଲୋକେ ତାଙ୍କ ନିକଟକୁ ଆଣିଲେ। ରୋଗୀଟିକୁ ଲୋକେ ତାଙ୍କ ନିାଟକୁ ଆଣିଲେ। ରୋଗୀୀଟି ତା’ ବିଛଣାରେ ଶୋଇ ରହିଥିଲା। ସେମାନଙ୍କର ଏତେ ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତୀୁ କହିଲେ, “ପୁଅ, ସାହସ ଧର। ତୋର ସବୁ ପା କ୍ଷମା ହୋଇଗଲା।” |
| ୩ |
| କେତେ ଧର୍ମଗୁରୁ ଏକଥା ଶୁଣି ମନେ ମନେ ଭାବିଲେ, “ଏ ବ୍ୟକ୍ତି ଈଶ୍ୱର ନିନ୍ଦା କରୁଛି।” |
| Odia Bible BSI 2018
Odia (CL) NT - ପବିତ୍ର ବାଇବଲ The Bible Society of India, 2018. Used by permission. worldwide |
| ୧ |
| ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ । |
| ୨ |
| ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । |
| ୩ |
| ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ୱର ନିନ୍ଦା କରୁଅଛି । |
| Odia Bible IRV 2017
2017 Bridge Connectivity Solutions. Released under the Creative Commons Attribution Share-Alike license 4.0 |
| ୧ |
| ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ । |
| ୨ |
| ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ-ରୋଗୀକି ବୋହି ତାହାଙ୍କ ନିକଟକୁ ଆଣିଲେ, ପୁଣି ଯୀଶୁ ସେମାନଙ୍କ ବିଶ୍ଵାସ ଦେଖି ସେହି ପକ୍ଷାଘାତରୋଗୀକି କହିଲେ, ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା । |
| ୩ |
| ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ଵରନିନ୍ଦା କରୁଅଛି । |
| Odia Bible (OROV) 2014
ODIA-OV (Re-edited) - ପବିତ୍ର ବାଇବଲ (Re-edited) 2014 by The Bible Society of India Used by permission. worldwide |
| ୧ |
| ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ। |
| ୨ |
| କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।” |
| ୩ |
| କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।” |
| Odia Bible ERV 2004
Odia Holy Bible: Easy-to-Read Version (OERV) @ 2004 Bible League International |
| ୧ |
| "ଯୀଶୁ ନେ ୗକା ରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫରେିଗଲେ।" |
| ୨ |
| "କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।" |
| ୩ |
| "କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।" |
| Odia Bible 1840
Public Domain: Odia 1840 |