ଦିନର ପଦ |ଅଗଷ୍ଟ ୬ ମାଥିଉ ୧୭:୫ ସେ ଏହି କଥା କହୁ କହୁ, ଦେଖ, ଖଣ୍ତେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର । Odia Bible (OROV) 2014 Copyright © 2014 by The Bible Society of India